ସୁସ୍ଥ ହେଉଛନ୍ତି ବିଷ୍ଣୁ ଏବଂ ପ୍ରଦୀପ୍ତ
					ଭୁବନେଶ୍ୱର: କରୋନାରେ ଆକ୍ରାନ୍ତ ହୋଇଛନ୍ତି ବିଜେପିର ଦୁଇ ବରିଷ୍ଟ ନେତା ବିଷ୍ଣୁ ସେଠୀ ଏବଂ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । ଉଭୟ ଏବେ ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଛନ୍ତି । ତେବେ ଉଭୟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଧିରେ ଧିରେ ସୁଧୁରିବାକୁ ଲାଗିଲାଣି । ପ୍ରଦୀପ୍ତ ନାଏକ ପ୍ରଥମେ!-->…				
						
						
			