Odia News Portal
Browsing Tag

bjd-media-team

ବିଜେଡିର ନୂଆ ମିଡିଆ ଟିମ୍ ଚୟନ: ମୁଖପାତ୍ର ଏବଂ ପ୍ୟାନେଲିଷ୍ଟ ତାଲିକା ଜାରି କଲା ଦଳ

ଶାସକ ବିଜେଡିର ମୁଖପାତ୍ର ଏବଂ ପ୍ୟାନେଲିଷ୍ଟ ତାଲିକା ଜାରି ହୋଇଛି। ୧୬ ଜଣଙ୍କୁ ମୁଖପାତ୍ର ଦାୟିତ୍ବ ଦିଆଯାଇଥିବା ବେଳେ ୧୪ ଜଣଙ୍କୁ ପ୍ୟାନେଲିଷ୍ଟ ଦାୟିତ୍ବ ଦିଆଯାଇଛି। ଜାତୀୟ ସ୍ତରରେ ମୁଖପାତ୍ର ଭାବେ ୬ ଜଣଙ୍କୁ ଦାୟିତ୍ବ ଦିଆଯାଇଛି। ଜାତୀୟ ସ୍ତରରେ ୬ ଜଣ ହେଲେ ପିନାକୀ ମିଶ୍ର, ପ୍ରସନ୍ନ…

ବିଜେଡିର ନୂଆ ଗଣମାଧ୍ୟମ ଟିମର ତାଲିକା ପ୍ରକାଶ,ଜାଣନ୍ତୁ ତାଲିକାରେ ଅଛନ୍ତି କେଉଁ ନେତା

ଭୁବନେଶ୍ବର()   ବିଜେଡିର ନୂତନ ଗଣମାଧ୍ୟମ ଟିମ୍ ଗଠନ ହୋଇଛି । ଗଣମାଧ୍ୟମ ସାମ୍ନାରେ ଉତ୍ତର ରଖିବା ପାଇଁ ନୂଆ ନେତାଙ୍କୁ ଦାୟିତ୍ବ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ।ମିଡିଆ କୋର୍ଡିନେଟର ଭାବେ ଡକ୍ଟର ସମ୍ବିତ ମହାପାତ୍ରଙ୍କୁ ନିଯୁକ୍ତି ଦିଆଯାଇଛି । ସେହିପରି ସାଂସଦ ପୀନାକି…