୩୬ ବିଜେଡି ସାଧାରଣ ସମ୍ପାଦକ ନିଯୁକ୍ତ, ମାନସଙ୍କୁ ମିଡିଆ, ପ୍ରଣବଙ୍କୁ ଯୁବ ବ୍ୟାପାର, ବ୍ୟେମକେଶଙ୍କୁ ଛାତ୍ର ବ୍ୟାପାର
ଭୁବନେଶ୍ବର() ବିଜେଡ଼ିରେ ୩୬ ସାଧାରଣ ସମ୍ପାଦକଙ୍କୁ ନିଯୁକ୍ତିି ମିଳିଛି । ସାଧାରଣ ସମ୍ପାଦକଙ୍କୁ ନିଯୁକ୍ତି ଦେବା ସହ ସ୍ୱତନ୍ତ୍ର ଦାୟିତ୍ୱ ଦେଇଛନ୍ତି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ସୁଶାନ୍ତ ସିଂହ ଓ ମନୋହର ରନ୍ଧାରୀଙ୍କୁ-ସଶକ୍ତ ଓଡ଼ିଶା, ଚନ୍ଦ୍ର ସାରଥି ବେହେରା ଓ…
