Odia News Portal
Browsing Tag

bjp

ପରୀ ହତ୍ୟା ଘଟଣାର ଖୁଲାସା ପରେ ଏସଆଇଟି ମୁଖ୍ୟଙ୍କ ଉପରେ ବର୍ଷିଛି ବିଜେପି

ନୟାଗଡ ପରୀ ହତ୍ୟା ଘଟଣାର ଆଜି ଖୁଲାସା କରିଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା। ସାମ୍ବାଦିକ ସମ୍ମିଳନୀ କରି ପୁରା ଘଟଣାର ତଥ୍ୟ ପ୍ରଦାନ କରିଥିଲେ ଏସଆଇଟି ମୁଖ୍ୟ | ତେବେ ଏନେଇ ଅରୁଣ ବୋଥ୍ରାଙ୍କ ଉପରେ ବର୍ଷିଛି ବିଜେପି। ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ତାଙ୍କୁ କଡା ସମାଲୋଚନା କରିବା

ଶିଶୁ ନିଖୋଜ ମାମଲାରେ ଯୋଡି ହେଲା ନୂଆ ନାଁ…କୂଅ ରୁ ମିଳିଲା କାଳିଆ

ରାଜ୍ୟରେ ଶିଶୁ ମୃତ୍ୟୁ ଘଟଣା ଏବେ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଲାଇଛି |ପ୍ରଥମେ ପରୀ,ତାପରେ ସ୍ଵାତି ଆଉ ଏବେ ୩ ବର୍ଷର ନିଖୋଜ ପୁଅ କାଳିଆର ମୃତଦେହ ଆଜି ଉଦ୍ଧାର ହୋଇଛି | ଘଟଣା ଘଟିଛି ଢେଙ୍କାନାଳ ନିହଲପ୍ରସାଦ ଥାନା ଅନ୍ତର୍ଗତ ଖଙ୍କିରା ଗାଁରେ | ଗାଁର ଚନ୍ଦନ ସାହୁଙ୍କ ୩ ବର୍ଷର ନିଖୋଜ

ବିଜେପି ଇସ୍ତାହାରରେ କରୋନା ଟିକା

ପାଟଣା() ବିହାରରେ ନିର୍ବାଚନୀ ଇସ୍ତାହାର ଜାରି କରିଛି ବିଜେପି ନିର୍ବାଚନ ଇସ୍ତାହାରରେ ପ୍ରଥମ ପ୍ରତିଶ୍ରୁତି ରହିଛି କରୋନା ଟିକା। ବିହାରର ପ୍ରତି ଲୋକଙ୍କୁ ମାଗଣାରେ ମିଳିବ କରୋନା ଟିକା। ଇସ୍ତାହାର ଜାରି କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହା ସହ ଇସ୍ତାହାରରେ…

ବିଜେପିର ୩୦ ଜଣିଆ ଷ୍ଟାର କ୍ୟାମ୍ପେନର ତାଲିକା ପ୍ରକାଶ

ଭୁବନେଶ୍ବର() ଉପନିର୍ବାଚନ ପାଇଁ ବିଜେପି ପକ୍ଷରୁ ମଧ୍ୟ ୩୦ ଜଣିଆ ଷ୍ଟାର କ୍ୟାମ୍ପେନର ତାଲିକା ପ୍ରକାଶ ପାଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଢ଼ଙ୍ଗୀ, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ସାଂସଦ ଜୁଏଲ ଓରାମ, ସୁରେଶ ପୂଜାରୀ, ଅପରାଜିତା ଷଢ଼ଙ୍ଗୀ, ବସନ୍ତ କୁମାର…

ବାଲେଶ୍ୱର ଉପ ନିର୍ବାଚନ : ରଘୁନାଥଙ୍କୁ ବିଜେପି ପ୍ରଚାର କମିଟି ଦାୟିତ୍ୱ

ଭୁବନେଶ୍ୱର()  ଉପ ନିର୍ବାଚନ ପାଇଁ ବିଜେପିର ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଗତକାଲି ଉଭୟ ବାଲେଶ୍ୱର ସଦର ଏବଂ ତିର୍ତ୍ତୋଲ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଥିବା ବେଳେ ଆଜି ପ୍ରଚାର କମିଟି ଘୋଷଣା କରାଯାଇଛି । ୧୩ ଜଣିଆ ପ୍ରଚାର କମିଟି ଘୋଷଣା କରାଯାଇଥିବା ବେଳେ ରଘୁନାଥ…

ବାଲେଶ୍ବର ସଦର ଓ ତିର୍ତ୍ତୋଲ ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା

ଭୁବନେଶ୍ବର ()  ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିଛି । ବାଲେଶ୍ବର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ବିଜେପି ପ୍ରାର୍ଥୀ ଘୋଷଣା କରିଛି । ତିର୍ତ୍ତୋଲରୁ ବିଜେପି ତରଫରୁ ରାଜକିଶୋର ବେହେରାଙ୍କୁ ପ୍ରାର୍ଥୀ କରାଯାଇଥିବାବେଳେ ବାଲେଶ୍ବର ସଦରର ପ୍ରାର୍ଥୀ ହୋଇଛନ୍ତି ମାନସ…

ବିଜେପିର ୩୯ ଜଣିଆ କମିଟି ଗଠନ

ଭୁବନେଶ୍ୱର() ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପରିଚାଳନା ପାଇଁ ରାଜ୍ୟ ବିଜେପି ପକ୍ଷରୁ ଦୁଇଟି କମିଟି ଗଠନ କରାଯାଇଛି । ବାଲେଶ୍ୱର ପାଇଁ ୧୬ ଜଣ ଓ ତିର୍ତ୍ତୋଲ ପାଇଁ ୨୩ ଜଣଙ୍କ ନାମ ଏହି କମିଟିରେ ରହିଛି । ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନିଦେ୍ର୍ଧଶ କ୍ରମେ ନାମ ଚୂଡ଼ାନ୍ତ…

ସମ୍ବିତ ଓ ଅପରାଜିତା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା

ନୂଆଦିଲ୍ଲୀ()  ବିଜେପି କେନ୍ଦ୍ରୀୟ ଟିମର ଆଜି ନୂଆ କର୍ମକର୍ତ୍ତାଙ୍କ ନାଁ ଘୋଷଣା ହୋଇଛି । ଏହାକୁ ଘୋଷଣା କରିଛନ୍ତି ବିଜେପି ଅଧ୍ୟକ୍ଷ ଜେ ପି ନଡ୍ଡା । ନୂଆ ଟିମରେ ୧୨ ଉପସଭାପତି ଓ ୮ ଜଣ ସାଧାରଣ ସମ୍ପାଦକ ରହିବେ । ସାଂସଦ ବିଶ୍ୱେଶ୍ୱର ଟୁଡୁ ହୋଇଛନ୍ତି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ।…

୩୬ ସାଙ୍ଗଠନିକ ଜିଲ୍ଲାରେ ପ୍ରଭାରୀ ନିଯୁକ୍ତ କଲା ବିଜେପି

ଭୁବନେଶ୍ୱର() ୩୬ ସାଙ୍ଗଠନିକ ଜିଲ୍ଲାରେ ପ୍ରଭାରୀ ନିଯୁକ୍ତ କରିଛି ବିଜେପି । ରାଜ୍ୟ ସଭାପତି ସମୀର ମହାନ୍ତି ଏହାକୁ ଅନୁମୋଦନ କରିଛନ୍ତି । ଅନୁଗୁଳ- ସୀମାଞ୍ଚଳ ଖଟେଇ, ବାଲେଶ୍ୱର-ଗୋଲକ ମହାପାତ୍ର, ବରଗଡ଼- ନାଉରୀ ନାଏକ, ବାରିପଦା- ବିଷ୍ଣୁ ସେଠୀ ,ବଲାଙ୍ଗୀର- ସୁରେଶ୍ୱର ଶତପଥୀ,…

ବିଜେପି କରିବ ୧୦ ଲକ୍ଷ ଟ୍ୱିଟ୍

ଭୁବନେଶ୍ୱର () ସିଏଏ ସମ୍ପର୍କରେ ସାଧାରଣ ଲୋକଙ୍କୁ ଅବଗତ କରାଇବା ପାଇଁ ରାଜ୍ୟ ବିଜେପି କରିବ ୧୦ ଲକ୍ଷ ଟ୍ୱିଟ୍। ଖାଲି ଟ୍ୱିଟ୍ ନୁହେଁ, ବିଭିନ୍ନ କାର୍ୟ୍ୟକ୍ରମ ଜରିଆରେ ଲୋକଙ୍କୁ ଏନେଇ ସଚେତନ କରାଯିବ ବୋଲି ରାଜ୍ୟ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି । ଅନ୍ୟପକ୍ଷରେ ସିଏଏ…