Odia News Portal
Browsing Tag

Black turmeric

କୋରାପୁଟରେ କଳା ହଳଦୀ ଚାଷ

ହଳଦୀ ଚାଷ ପାଇଁ କୋରାପୁଟ ଜଳବାୟୁ ଓ ମୃତ୍ତିକା ବେଶ୍‌ ଅନୁକୂଳ। ଜିଲ୍ଲାରେ ୩୩୦୦ ହେକ୍ଟର ଜମିରେ ହଳଦୀ ଚାଷ ହେଉଥିବା ବେଳେ ଚଳିତ ବର୍ଷରୁ ଆରମ୍ଭ ହୋଇଛି କଳା ହଳଦୀ ଚାଷ। ଔଷଧୀୟ ଗୁଣରେ ଭରପୂର ଥିବା କଳା ହଳଦୀର ଚାହିଦା ଅଧିକ ରହିଛି। ସୂଚନା ଅନୁଯାୟୀ, କଳା ହଳଦୀ କର୍କଟ ରୋଗୀଙ୍କ ପାଇଁ…