ଦୂର କରନ୍ତୁ ଓଠର କଳାପଣ
					ଶୀତଦିନ ଆସିବା ମାତ୍ରେ ତ୍ୱଚାର ଅଧିକ ଦେଖାଶୁଣା କରିବା ନିହାତି ଆବଶ୍ୟକ ପଡିଥାଏ  । ତ୍ୱଚାର ସଠିକ ଦେଖାଶୁଣା ନକରିବା ଦ୍ୱାରା ସ୍କିନ ଏବଂ ଓଠ ଫାଟିବାକୁ ଲାଗିଥାଏ । ଆଉ ଖାସ କରିକି ଶୀତଦିନେ ଆମେ ମାନେ ଆମ ମାନଙ୍କ ଶରୀରର ଅଧିକ  ଧ୍ୟାନ ରଖିବା ଆବଶ୍ୟକତା ପଡିଥାଏ । ଅଧିକାଂଶ ଲୋକ କମଳାକୁ!-->…				
						
						
			