Odia News Portal
Browsing Tag

bollywood news

କରୋନାରୁ ସୁସ୍ଥ ହେଲେ ଶ୍ରମିକଙ୍କ ହିରୋ ସୋନୁ ସୁଦ୍

ମୁମ୍ବାଇ: କରୋନାରୁ ସୁସ୍ଥ ହୋଇଛନ୍ତି ଅଭିନେତା ସୋନୁ ସୁଦ୍ । ଆଜି କରୋନାରୁ ସୁସ୍ଥ ହୋଇ ଫେରିଛନ୍ତି ସୋନୁ । ଆଉ ଏନେଇ ସେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଟ୍ୱିଟ କରି ସୋନୁ ନେଗେଟିଭ୍ ଥିବା ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ, ଗତ ୧୭ ତାରିଖରେ ସୋନୁ କରୋନା ପଜିଟିଭ ଚିହ୍ନଟ ହେବା…

ରିଲିଜ ହେଲା ଭାଇଜାନଙ୍କ ଫିଲ୍ମ ‘ରାଧେ’ର ଟ୍ରେଲର

ମୁମ୍ବାଇ: ରିଲିଜ ହୋଇଯାଇଛି ସଲମାନ ଖାନଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାଧେ’ର ଦମଦାର ଟ୍ରେଲର । ଆସନ୍ତା ମେ’ ୧୩ ଇଦ୍‌ରେ ଫିଲ୍ମ ‘ରାଧେ’ ରିଲିଜ୍ ହେବ ବୋଲି ସେ ଘୋଷଣା କରିଛନ୍ତି ।ଫିଲ୍ମର ଟ୍ରେଲରେ ସଲମାନଙ୍କ ବ୍ୟତୀତ ଅଭିନେତ୍ରୀ ଦିଶା ପଟାନୀ, ଜ୍ୟାକି ଶ୍ରଫ୍ ଏବଂ ରଣଦୀପ ହୁଡା…

ରାଗିଲେ କଙ୍ଗନା, କାରଣ ପଢନ୍ତୁ

ନୂଆଦିଲ୍ଲୀ: ଧର୍ମା ପ୍ରଡକ୍ସନ୍ସର ବହୁ ଚର୍ଚ୍ଚିତ ଉଦ୍ୟୋଗ 'ଦୋସ୍ତାନା ୨' ରୁ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ବିଦାୟ ନେଇଥିବାର ଖବର ହେଡଲାଇନରେ ଇଣ୍ଟରନେଟରେ ବିଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏହା ଉପରେ ନିଜର ମତ ପ୍ରକାଶ କରିଥିବା ପ୍ରଥମ ସେଲିବ୍ରିଟିଙ୍କ ମଧ୍ୟରୁ ଜଣେ ଥିଲେ…

ବେଡରେ କଣ ନେବାକୁ ଚାହାଁନ୍ତି କରୀନା : ମଦ, ପଜାମା ଓ …

ନୂଆଦିଲ୍ଲୀ: ବି-ଟାଉନ୍ ବେଗମ୍ ଅଭିନେତ୍ରୀ କରୀନା କପୁର ଖାନଙ୍କ ଡିସକଭରି ପ୍ଲସରେ ଷ୍ଟାର୍ ବନାମ ଫୁଡ ନାମକ ପ୍ରଥମ କୁକରୀ ଶୋ ଚହଳ ସୃଷ୍ଟି କରିସାରିଛି। ଏହାର ପ୍ରୋମୋ କିଛି ଦିନ ପୂର୍ବରୁ ଉନ୍ମୋଚିତ ହୋଇଥିଲା ଏବଂ ଅନ୍‌ଲାଇନ୍‌ରେ ଏକ ଉତ୍ସାହ ସୃଷ୍ଟି କରିଥିଲା ​​| ତେବେ ଏହି ଶୋ ରେ କରୀନା…

ଆଉ ଜଣେ ଅଭିନେତ୍ରୀଙ୍କୁ ହରାଇଲା ବଲିଉଡ୍

ମୁମ୍ବାଇ: ଗତବର୍ଷ ବଲିଉଡର ବହୁ ନାମୀଦାମୀ କଳାକାରଙ୍କର ଦେହାନ୍ତ ହୋଇଥିବାବେଳେ ଚଳିତ ବର୍ଷ ଆଉ ଏକ ଜଣେ ବିଶିଷ୍ଟ ଅଭିନେତ୍ରୀଙ୍କର ଦେହାନ୍ତ ହୋଇଛି । ଯାହାକି ବଲିଉଡ୍ ଜଗତରେ ଶୋକର ଛାୟା ଖେଳାଇ ଦେଇଛି । ବଲିଉଡର ବରିଷ୍ଠ ଅଭିନେତ୍ରୀ ଶଶିକଳା ଜାବଲକର ୮୮ବର୍ଷ ବୟସରେ ମୁମ୍ବାଇର…

ଅକ୍ଷୟଙ୍କ ପରେ କରୋନାରେ ଆକ୍ରାନ୍ତ ହେଲେ ଗୋବିନ୍ଦା

ନୂଆଦିଲ୍ଲୀ: ସମ୍ପୂର୍ଣ୍ଣ ବଲିଉଡ୍ ଜଗତକୁ ଗ୍ରାସ କରିଛି କରୋନା ମହାମାରୀ ।ଆଜି ଗୋଟିଏ ଦିନରେ ବଲିଉଡ୍ ର ଦୁଇ ଅଭିନେତା କରୋନାରେ ଆକ୍ରାନ୍ତ ହୋଇଛନ୍ତି । ପ୍ରଥମେ ଖିଲାଡ଼ି କୁମାର ଅକ୍ଷୟ କରୋନା ପଜିଟିଭ୍ ହୋଇଥିବା ସୂଚନା ମିଳିଥିବା ବେଳେ ଏବେ ଗୋବିନ୍ଦା ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି…

ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କୁ କରୋନା

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କୁ କରୋନା ସଂକ୍ରମିତ ।ଆଜି ଖିଲାଡି କୁମାର କରୋନା ପିଜଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୋସିଆଲ ମିଡ଼ିଆରେ ସୂଚନା ଦେଇଛନ୍ତି ଖିଲାଡି କୁମାର ଅକ୍ଷୟ କୁମାର । କରୋନା ପଜିଟିଭ ଚିହ୍ନଟ ହେବା ପରେ ନିଜକୁ ସଙ୍ଗରୋଧରେ ରଖିଛନ୍ତି ।ଅକ୍ଷୟ ଡାକ୍ତରଙ୍କ…

ଶ୍ରୀଜିଉଙ୍କ ଦର୍ଶନ କଲେ ବଲିଉଡ୍ କୁଇନ୍

ପୁରୀ: ଶ୍ରୀଜିଉଙ୍କୁ ଦର୍ଶନ କଲେ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ୍। ଓଡିଶା ଗସ୍ତରେ ଆସିଥିବା କଙ୍ଗନା ଆଜି ସକାଳୁ ସକାଳୁ ଭୁବନେଶ୍ୱରରୁ ଯାଇ ପୁରୀରେ ପହଞ୍ଚିଥିଲେ। ସେଠାରେ ସେ କଡା ସୁରକ୍ଷା ବଳୟ ମଧ୍ୟରେ ଶ୍ରୀଜିଉଙ୍କ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି । ଶ୍ରୀମନ୍ଦିର ସିଂହଦ୍ୱାର…