ରାଜନୈତିକ ହିଂସା : ବୁଥରେ ଉତ୍ତେଜନା, ଆକ୍ରମଣରେ ଏଜେଣ୍ଟ ଆହତ
ପିପିଲି ପୌର ନିର୍ବାଚନରେ ରାଜନୈତିକ ହିଂସା।। ପିପିଲି ପୌର ନିର୍ବାଚନ ପାଇଁ ଭୋଟ ଗ୍ରହଣ ବେଳେ ବୁଥରେ ଏଜେଣ୍ଟଙ୍କୁ ଆକ୍ରମଣ। ଏଥିରେ ଏଜେଣ୍ଟ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ପିପିଲି ପୌର ନିର୍ବାଚନର ୭ ନମ୍ବର ୱାର୍ଡର ୯ ନମ୍ବର ବୁଥରେ ଏଜେଣ୍ଟଙ୍କୁ ଆକ୍ରମଣ!-->!-->!-->…
