Odia News Portal
Browsing Tag

brajil

ବ୍ରାଜିଲରେ ପ୍ରବଳ ବର୍ଷା, ଭୂସ୍ଖଳନରେ ୭୮ ମୃତ

ବ୍ରାଜିଲରେ ପ୍ରବଳ ବର୍ଷା ଓ ବନ୍ୟା । ଲଗାତାର ତିନି ଦିନ ବର୍ଷା ପରେ ବଡ଼ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରବଳ ବର୍ଷା ଫଳରେ ଭୂସ୍ଖଳନ ମଧ୍ୟ ହୋଇଛି । ଭୂସ୍ଖଳନରେ ୭୮ ଜଣ ପ୍ରାଣ ହରାଇଥିବାବେଳେ ୨୧ ଜଣଙ୍କୁ ଉଦ୍ଧାର କରାଯାଇଛି । ତେବେ ଏବେ ବି ଅନେକ ଲୋକ ମାଟିତଳେ ଚାପି ହୋଇ