Odia News Portal
Browsing Tag

brown-sugar

୧୩୧୦ ଗ୍ରାମ୍ ବ୍ରାଉନସୁଗାର ଜବତ

ଭୁବନେଶ୍ୱର : ରାଜ୍ୟରେ ଏବେ ବଢିଛାଲିଛି ବ୍ରାଉନସୁଗାର କାରବାର । ୧ କିଲୋ ୩୧୦ ଗ୍ରାମର ଧଳାଜହର ଖୋର୍ଦ୍ଧା ବାଇପାସରୁ ଜବତ କରାଯାଇଛି । ଖୋର୍ଦ୍ଧା କାଇପଦର ଏସ.କେ ଅନୱରକୁ ଏହି ଘଟଣାରେ ଗିରଫ କରିଯାଇଛି । ଅନୱର ନିକଟରୁ ୧ କିଲୋ ୩୧୦ ଗ୍ରାମର ବ୍ରାଉନସୁଗାର ସହ ବାଇକ ମଧ୍ୟ ଜବତ ହୋଇଛି ।…

୩ କୋଟି ୫୦ ଲକ୍ଷ ଟଙ୍କାର ଧଳାଜହର ଜବତ

ଖୋର୍ଦ୍ଧା()  ଖୋର୍ଦ୍ଧାର ମୋଷ୍ଟ ୱାଣ୍ଟେଡ ବ୍ରାଉନସୁଗାର ମାଫିଆ ମନୋରଞ୍ଜନ ସାହୁକୁ ଜଟଣୀ ବାଇପାସରୁ ଗିରଫ କରାଯାଇଛି । ଦଧିମାଛଗାଡିଆ ଗୁଳିକାଣ୍ଡ ମାମଲାରେ ମନୋରଞ୍ଜନ ମୁଖ୍ୟ ଅଭିଯୁକ୍ତ । ମନୋରଞ୍ଜନକୁ ଖୋର୍ଦ୍ଧା ପୋଲିସ ଗିରଫ କରିବା ବେଳେ ତାନିକଟରୁ ୩ କିଲୋ ୬୦୨ ଗ୍ରାମ ବ୍ରାଉନ ସୁଗାର ଜବତ…

ଖୋର୍ଦ୍ଧାରୁ ଜବତ ହେଲା ୩୫ ଲକ୍ଷ ଟଙ୍କାର ବ୍ରାଉନସୁଗାର

ଖୋର୍ଦ୍ଧାରୁ ବ୍ରାଉନସୁଗାର ଜବତ। ଜବତ ହେଲା ୨୯୫ ଗ୍ରାମର ଧଳା ଜହର। ଚୋରା ଚାଲାଣ ଅଭିଯୋଗରେ ୨ଜଣଙ୍କୁ ଗିରଫ କରାଯାଇଛି। ଜବତ ବ୍ରାଉନସୁଗାରର ମୂଲ୍ୟ ପ୍ରାୟ ୩୫ ଲକ୍ଷ ଟଙ୍କା ହେବ। ମଠସାହି ଓ ଭାଲିଆ ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା।