Odia News Portal
Browsing Tag

brown-sugar

ରାଜଧାନୀରୁ କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ

ଭୁବନେଶ୍ୱର: ଦିନକୁ ଦିନ ବଢ଼ିବାରେ ଲାଗିଛି ଅପରାଧ । ରାଜଧାନରେ କମିବାର ନାଁ ଧରୁନି ନିଶା କାରବାର । ପ୍ରତିଦିନ ଧରା ହେଉଛନ୍ତି ନିଶା କାରବାର କରୁଥିବା ବ୍ୟବସାୟୀ । ଏହାରି ଭିତରେ ରାଜଧାନୀରୁ ପୁଣି ଆଜି ଜବତ ହୋଇଛି ବ୍ରାଉନସୁଗର। ଜବତ ବ୍ରାଉନସୁଗରର ମୂଲ୍ୟ କୋଟିଏରୁ ଟଙ୍କାରୁ ଉର୍ଦ୍ଧ୍ବ…

ପୁଣି ଜଳେଶ୍ୱରରୁ ଜବତ ହେଲା ଧଳାଜହର

ବାଲେଶ୍ୱର: ଦିନକୁ ବଢ଼ିବାରେ ଲାଗିଛି ନିଶା କାରବାର । ଜଳେଶ୍ୱରରୁ ପୁଣି ଜବତ ହେଲା ବ୍ରାଉନସୁଗାର । ଜଳେଶ୍ବର ପୁଲିସ ଦ୍ବାରା ଗୁରୁବାର ରାତିରେ ଜଳେଶ୍ବର ଥାନା ଅନ୍ତର୍ଗତ ରାଜପୁର ନଦୀବନ୍ଧ ଅଞ୍ଚଳରୁ ୨୮୦ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି। ଏଥିସହିତ ୨ ଜଣ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ…

କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ

ଭୁବନେଶ୍ୱର: ଦିନକୁ ଦିନ ବଢ଼ିବାରେ ଲାଗିଛି ନିଶା କାରବାର । ରାଜଧାନୀ ଉପକଣ୍ଠରୁ ପୁଣିଥରେ ବ୍ରାଉନସୁଗାର ଜବତ ହୋଇଛି । କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ ହୋଇଛି । ଖୋର୍ଦ୍ଧା କୁମ୍ଭାରବସ୍ତ ପେଟ୍ରୋଲ ପମ୍ପ ନିକଟରୁ ଜବତ ହୋଇଛି। ବ୍ରାଉନସୁଗାର କାରବାର ଅଭିଯୋଗରେ ବିଟେକ୍ ଛାତ୍ର ମନୋରଞ୍ଜନ…

ପୁଣି ରାଜଧାନୀରୁ ଜବତ ହେଲା ଧଳାଜହର

ଭୁବନେଶ୍ୱର: ଥମୁନି ବ୍ରାଉନସୁଗର ବେପାର। ରାଜଧାନୀରୁ ପୁଣି ଜବତ ହେଲା ଧଳାଜହର। ୫୦ ଗ୍ରାମ୍ ବ୍ରାଉନସୁଗାର ଜବତ କଲା ଶହୀଦ ନଗର ଥାନା ପୋଲିସ। ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି। ବ୍ରାଉନସୁଗାର କାରବାର କରୁଥିବା ୨ ବେପାରୀ ଧରିଥିବା ବେଳେ ସେମାନଙ୍କ ନିକଟରୁ…

ଜଳେଶ୍ୱରରୁ ୧୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

ବାଲେଶ୍ୱର: ଦିନକୁ ଦିନ ବାଲେଶ୍ୱର ଜିଲ୍ଲାରେ ବଢ଼ିବାକୁ ଲାଗିଛି ନିଶା କାରବାର । ବିବାଦର ଆଗରେ ଖବର କାଗଜର ଫ୍ରଣ୍ଟ ପେଜରେ ସବୁବେଳେ ରହୁଛି ବାଲେଶ୍ୱର ଜିଲ୍ଲାର ନିଶା କାରବାର ଖବର । ତେବେ ଆଜି ପୁଣି ଜଳେଶ୍ୱର ଅଞ୍ଚଳରୁ ୧୫୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଜବତ ହୋଇଥିବା…

କୋଟିଏ ଟଙ୍କାର ଧଳାଜହର ଜବତ

କଟକ: କଟକରୁ ପୁଣି ଧଳା ଜହର ଜବତ। କଟକରୁ ୧ କୋଟି ଟଙ୍କାରୁ ଉର୍ଦ୍ଧ୍ଵ ବ୍ରାଉନସୁଗାର ଜବତ ହୋଇଛି। ସ୍ପେଶାଲ ସ୍କ୍ଵାଡ୍ ଓ ଲାଲବାଗ ଥାନା ପୋଲିସ ମିଳିତ ଅପରେସନରେ ଏହି ବ୍ରାଉନସୁଗାର ଜବତ ହୋଇଛି। ବ୍ରାଉନସୁଗାର କାରବାର ଅଭିଯୋଗରେ ୬ ଜଣଙ୍କୁ ଗିରଫ କରିଛି ପୋଲିସ। ଏନେଇ ପ୍ରେସ୍ ମିଟ୍ କରି…

କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ

ଭୁବନେଶ୍ୱର: ଲକଡାଉନରେ ବଢ଼ୁଛି ନିଶା କାରବାର । ୧ କେଜି ୪୮ ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ଏକ କୋଟି ଟଙ୍କା । କ୍ରାଇମବ୍ରାଞ୍ଚ ଏସଟିଏଫ ହାତରେ ଧରା ପଡିଛନ୍ତି ଅଭିଯୁକ୍ତତ । ତେବେ ୨୦୨୦ରୁ ଆଜି ସୁଦ୍ଧା ଏସଟିଏଫ ୩୫ କେଜି ବ୍ରାଉନସୁଗାର ଜବତ କରିଛି । …

୨ କୋଟି ଟଙ୍କାର ବ୍ରାଉନ ସୁଗାର ଜବତ

ଭୁବନେଶ୍ୱର: ଲକଡାଉନରେ ମାତିଛନ୍ତି ନିଶା ବେପାରୀ । ବାଲେଶ୍ୱର ଜିଲ୍ଲା ବସ୍ତା ଅଞ୍ଚଳରୁ ୨କେଜି ୧୨ ଗ୍ରାମର ବ୍ରାଉନସୁଗାର ଜବତ । ଜବତ ହୋଇଥିବା ବ୍ରାଉନସୁଗାରର ମୂଲ୍ୟ ୨ କୋଟି ହେବ ବୋଲି ଅନୁମାନ କରାଯାଉଛି । ବ୍ରାଉନସୁଗାର ସହ ଜଣକୁ ଗିରଫ କରିଛି ଏସଟିଏଫ । ଏନେଇ ସୂଚନା ଦେଲେ ପୋଲିସ ଡିଜି…

୧୧ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ

ଭଦ୍ରକ: ଲକଡାଉନରେ ମାତିଛନ୍ତି ନିଶା ମାଫିଆ । ପ୍ରତିଦିନ ଧରା ହେଉଛି ନିଶାଡ଼ି । ତେବେ ଏହାରି ଭିତରେ ଭଦ୍ରକରୁ ଆସିଛି ଏକ ବଡ଼ ଖବର । ୧୧ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରିଛି ପୋଲିସ । ଏହା ସହ ଦୁଇଜଣଙ୍କୁ ଗିରଫ କରିଥିବା ମଧ୍ୟ ଦେଖିବାକୁ ମିଳିଛି । ଭଦ୍ରକ ମଚେଲ ଛକ ନିକଟରେ ବାଇକରେ…

ଧରାପଡ଼ିଲା ଧଳାଜହର ରାକେଟ୍, ୪ ଗିରଫ

ଭଦ୍ରକ: ରାଜ୍ୟରେ ବେଧଡ଼କ ଚାଲିଛି ନିଶା କାରବାର । ଭଦ୍ରକରୁ ପୁଣି ୪ ବ୍ରାଉନସୁଗାର ବେପାରୀକୁ କାବୁ କରିଛି ପୋଲିସ। ଭଦ୍ରକ ସହରାଞ୍ଚଳ ଥାନା ଅଧିନ ବିଭିନ୍ନ ସ୍ଥାନରୁ ୬୧ ଗ୍ରାମର ବ୍ରାଉନ ସୁଗାର ଜବତ ହୋଇଛି । ବ୍ରାଉନସୁଗାର ସହ ୨୨ଟି ମୋବାଇଲ ଫୋନ୍ ଏବଂ ୩ଟି ବାଇକ୍ ମଧ୍ୟ‌ ଜବତ କରିଛି…