Odia News Portal
Browsing Tag

brownsugar

କଟକରେ ଧଳାଜହର କାରବାର : ଜଣେ ଗିରଫ

ସ୍ୱାଧିକାର ନ୍ୟୁଜ : କଟକରେ ଧଳାଜହର କାରବାର ବେଳେ ମାଡି ବସିଲା ପୁଲିସ । ଲାଲବାଗ ଅଂଚଳରୁ ୨୭୦ ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି । କାରବାରରେ ସମ୍ପୃକ୍ତି ଜଣକୁ ଗିରଫ କରିବାରେ ସକ୍ଷମ ହୋଇଛି ପୁଲିସ । ଅଭିଯୁକ୍ତର ନାଁ ରାଜା ବସ୍ତିଆ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ,…

୨ କିଲୋ ୪ ଶହ ଗ୍ରାମର ଧଳା ଜହର ଜବତ

ବାଲେଶ୍ୱର: ପୁଣି ଜବତ ହେଲା ବ୍ରାଉନସୁଗାର । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳରେ ବ୍ରାଉନସୁଗାର କାରବାର ହେଉଥିବା ବେଳେ ଏସଟିଏଫ ଟିମ୍ ଚଢଉ କରିଛି । ୨ କିଲୋ ୪ ଶହ ଗ୍ରାମ ବ୍ରାଉନସୁଗାର ଜବତ କରିଛି ଏଟିଏଫ ଟିମ୍ । ୨ଟି ବାଇକ ବି ଜବତ ସହ ୩ ଜଣ ବେପାରୀଙ୍କୁ ଗିରଫ କରାଯାଇଛି । ଗିରଫ ତିନି…

କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ

ଭୁବନେଶ୍ୱର: ଓଡ଼ିଶା ପୁଲିସ ଗୁରୁବାର ସଂଧ୍ୟାରେ ଖୋର୍ଦ୍ଧାରୁ ୧ କେଜି ୩୨୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଏହି ଘଟଣାରେ ତିନିଜଣଙ୍କୁ ଗିରଫ କରାଯାଇଛି। ଏହାର ମୂଲ୍ୟ ୧ କୋଟି ଟଙ୍କାରୁ ଅଧିକ ହେବ ବୋଲି ଜଣାଯାଇଛି। ଏ ସମ୍ପର୍କରେ ପ୍ରକାଶ କରି ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ କହିଛନ୍ତି,…

ରାଜଧାନୀରୁ ବ୍ରାଉନସୁଗାର ଜବତ

ଭୁବନେଶ୍ୱର: ରାଜଧାନୀରେ ବଢ଼ୁଛି ନିଶା କାରବାର । କମିଶନରେଟ୍ ପୋଲିସ ଅଧିନରେ ନିଶା କାରବାର ଚାଲିଥିଲେ ସୁଦ୍ଧା ପୋଲିସ ଚୁପ ରହୁଥିବା ଅଭିଯୋଗ ହେଉଛି । ଭୁବନେଶ୍ୱରରେ ଦିନକୁ ଦିନ ଚୋରି, ଡକାୟତି ଓ ନିଶାଦ୍ରବ୍ୟ ଚୋରାଚାଲାଣ ବଢ଼ିବାରେ ଲାଗିଛି । କହିବାକୁ ଗଲେ ଅପରାଧର ପେଣ୍ଠସ୍ଥଳୀ ପାଲଟିଛି…

୫୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ସହ ନଗଦ ୩୩ ଲକ୍ଷ ୮୦ ହଜାର ଜବତ

ଭୁବନେଶ୍ୱର: ଲକଡାଉନ ଏବଂ ସଟଡାଉନରେ ମାତିଛନ୍ତି ନିଶାଡି । ବଢ଼ୁଛି ନିଶାକାରବାର । ତେବେ କମିଶନରେଟ ପୋଲିସ ପଞ୍ଝାରେ ପଡିଛି ଏକ ବଡ଼ ବ୍ୟବସାୟୀ । ସହୀଦନଗର ଥାନା କେସୁରା ଅଞ୍ଚଳରୁ ଜଣଙ୍କ ଘରୁ ୫୫0 ଗ୍ରାମ ବ୍ରାଉନସୁଗାର ସହ ନଗର ୩୩ ଲକ୍ଷ ୮୦ ହଜାର ଟଙ୍କା ମିଳିଛି । ପୋଲିସ ଏସବୁ ଜବତ…