Odia News Portal
Browsing Tag

BSKY CARD

ବିଏସକେୱାଇ ରୁ ଲାଭ ପାଇଲେ ଗରିବ ମହିଳା

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ) ଦ୍ୱାରା ଉପକୃତ ହୋଇଥିବା ଲକ୍ଷ ଲକ୍ଷ ହିତାଧିକାରୀଙ୍କ ତାଲିକାରେ ଯୋଡ଼ି ହୋଇଛି ଆଉ ଏକ ନାମ। କାର୍ଡ ଜରିଆରେ ଉତ୍ତମ ଚିକିତ୍ସା ପାଇ ପାରିଛନ୍ତି ବ୍ରହ୍ମପୁର ପ୍ରେମନଗର ଅଞ୍ଚଳର ଜଣେ ଗରିବ ମହିଳା ପି.ଲକ୍ଷ୍ମୀ। ସେ ଅନେକ ଦିନ ଧରି ବ୍ରେନ୍…

ହସ୍ପିଟାଲ ବୁଲି ହେଲଥକାର୍ଡ ଦ୍ୱାରା ଚିକିତ୍ସିତ ହେଉଥିବା ରୋଗୀଙ୍କୁ ଭେଟିଲେ ଜିଲ୍ଲାପାଳ

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସହାୟତାରେ ଚିକିତ୍ସିତ ରୋଗୀଙ୍କ ଚିକିତ୍ସା ସମ୍ପର୍କରେ ଅନୁଧ୍ୟାନ । ଭବାନୀପାଟଣା ଜିଲ୍ଲାପାଳ ଡ଼ ଗାଭାଳି ପରାଗ ହର୍ଷଦ୍ , ଆରକ୍ଷୀ ଅଧିକ୍ଷକ ଡ ଶ୍ରବଣା ବିବେକ ଏମ୍, ଓ ସିଡିଏମଓ ଡ ରଞ୍ଜନ କୁମାର ମିତ୍ର ଭବାନୀପାଟଣା ସହର ସ୍ଥିତ ମା ମାଣିକେଶ୍ଵରୀ…

ଗରିବଙ୍କ ମୁହଁରେ ହସ ଫୁଟାଉଛି ସ୍ମାର୍ଟ ହେଲଥ୍ କାର୍ଡ

ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ ହେଲଥ୍ କାର୍ଡଧାରୀଙ୍କୁ ମିଳୁଛି ମାଗଣା ଚିକିତ୍ସା । ଦୁଇମାସ ତଳେ ସଦର ବ୍ଲକ ଅନ୍ତର୍ଗତ ଗଣନାଥପୁର ଗ୍ରାମ ର ଶ୍ରୀ ଅରକ୍ଷିତ ମହାଖୁଡ଼ ନାମକ ବ୍ୟକ୍ତି ସାଇକେଲ ରେ ଆସୁଥିବା ବେଳେ ପଡ଼ିଯାଇ ତାଙ୍କ ଜଙ୍ଘ ସମ୍ପୂର୍ଣ ଭାବେ ଭାଙ୍ଗି ଯାଇଥିଲା କ୍ଷ ତାପରେ ସେ…

ସ୍ମାର୍ଟ ହେଲ୍ଥ କାର୍ଡ ସେବାରେ ଯୋଡି ହେବ କେନ୍ଦ୍ରାପଡ଼ା ଓ ଯାଜପୁର

BSKY ସ୍ମାର୍ଟ ହେଲ୍ଥ କାର୍ଡ ସେବାରେ ଯୋଡି ହେବ ଆଉ ୨ ଜିଲ୍ଲା। କେନ୍ଦ୍ରାପଡ଼ା ଓ ଯାଜପୁର। ଆଜି କେନ୍ଦ୍ରାପଡା ବାସୀଙ୍କୁ ବିଜୁ ସ୍ୱାସ୍ଥ୍ୟ କାର୍ଡ ଭେଟି ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ କାର୍ୟ୍ୟକ୍ରମର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ଏଥିପାଇଁ…

ସ୍ମାର୍ଟ ହେଲଥ୍ କାର୍ଡ ସେବାରେ ଯୋଡି ହେବ ଆଉ ଦୁଇଟି ଜିଲ୍ଲା

BSKY ସ୍ମାର୍ଟ ହେଲ୍ଥ କାର୍ଡ ସେବାରେ ଯୋଡି ହେବ ଆଉ ୨ ଜିଲ୍ଲା। ନୟାଗଡ଼ ଓ ଜଗତସିଂହପୁର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଏହାର ଶୁଭାରମ୍ଭ କରିବେ। ନୟାଗଡ଼ ପିଟିଏସ୍ ପଡିଆରେ ଜିଲ୍ଲାସ୍ତରୀୟ ସଭାର ଆୟୋଜନ କରାଯାଇଥିବାବେଳେ ପ୍ରତି ବ୍ଲକ ମୁଖ୍ୟାଳୟରେ କାର୍ୟ୍ୟକ୍ରମର…

ଆଜି କଟକ ଓ ଖୋର୍ଦ୍ଧା ଗସ୍ତରେ ମୁଖ୍ୟମନ୍ତ୍ରୀ

BSKY ସ୍ମାର୍ଟ କାର୍ଡ ଓ ବିଭିନ୍ନ ଉନ୍ନୟନମୂଳକ କାର୍ୟ୍ୟକ୍ରମର ଲୋକାର୍ପଣ କରିବା ପାଇଁ ଆଜି କଟକ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ମାର୍ଟ ସ୍ୱାସ୍ଥ୍ୟସେବାରେ ଯୋଡ଼ି ହେବ କଟକ । ଏହାସହ ବିଶ୍ୱସ୍ତରୀୟ ଏସସିବି ଏମ୍ସ ପ୍ଲସର ଶୁଭାରମ୍ଭ କରିବେ । ୧ହଜାର ୫୬୮ କୋଟି ଟଙ୍କାର…

ଜିଲ୍ଳାରେ ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଆଜି ଗଞ୍ଜାମ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଜିଲ୍ଲାରେ ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ । BSKY କାର୍ଡ ବଣ୍ଟନ ଶୁଭାରମ୍ଭ ସହ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ।…