ଆଜିଠୁ ଦେଶବ୍ୟାପୀ ବିଏସ୍ଏନ୍ଏଲ୍ ୪ଜି: ଝାରସୁଗୁଡ଼ାରୁ ଉଦ୍ଘାଟନ କରିବେ ମୋଦୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଝାରସୁଗୁଡ଼ାରୁ ଭାରତ ସଞ୍ଚାର ନିଗମ ଲିମିଟେଡ୍ (ବିଏସ୍ଏନ୍ଏଲ୍)ର ୪ଜି ସେବା ଆରମ୍ଭ କରିବେ। ଫଳରେ ଆସନ୍ତାକାଲିଠାରୁ ସାରା ଦେଶରେ ବିଏସ୍ଏନ୍ଏଲ୍ ୪ଜି ସେବା ଉପଲବ୍ଧ ହେବ। ସି-ଡଟ୍ କୋର୍, ତେଜସ୍ ନେଟ୍ୱର୍କସ୍ ଓ ଟିସିଏସ୍ ଭଳି…