Odia News Portal
Browsing Tag

budget 2021

ବିଧାନସଭା ଚାରିପଟ ରାସ୍ତା ସିଲ୍

ଭୁବନେଶ୍ୱର: ବିଧାନସଭାରେ ଆରମ୍ଭ ବଜେଟ ଅଧିବେଶନ । ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହୋଇଛି ବିଧାନସଭାର ବଜେଟ୍‌ ଅଧିବେଶନ। ପ୍ରଥମେ ରାଜ୍ୟପାଳଙ୍କୁ ଗାର୍ଡ ଅଫ ଅନର ଦିଆଯାଇଛି । ତେବେ ବଜେଟ ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି | ଅଧିବେଶନ ପାଇଁ ବିଧାନସଭାର ଚାରିପଟ…

ଏଥର ରହିବ ପ୍ରଶ୍ନକାଳ ଓ ଶୁନ୍ୟକାଳ

ଭୁବନେଶ୍ୱର: ଆସନ୍ତାକାଲି ଠାରୁ ବିଧାନସଭାରେ ବଜେଟ ଅଧିବେଶନ ଆରମ୍ଭ ପୂର୍ବରୁ ଆଜି ବସିଛି ସର୍ବଦଳୀୟ ବୈଠକ | ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବିଧାନସଭାରେ ବସିଛି ସର୍ବଦଳୀୟ ବୈଠକ । କାଲିଠାରୁ ଆରମ୍ଭ ହେବାକୁ ଥିବା ବଜେଟ୍ ଅଧିବେଶନକୁ କିଭଳି ପରିଚାଳନା କରାଯିବ ସେନେଇ ଏହି ବୈଠକରେ ଆଲୋଚନା…

ତୈଳ ଦର ଏବଂ ମଦ ଉପରେ କୃଷି ସେସ୍

ନୂଆଦିଲ୍ଲୀ: ବଢ଼ିଲା ସାଧାରଣ ଲୋକଙ୍କ ଚିନ୍ତା | ବଜେଟ୍ ୨୦୨୧ରେ ମହଙ୍ଗା ହେବ ପେଟ୍ରୋଲ ଓ ଡିଜେଲ ଦର । ପେଟ୍ରୋଲ ଓ ଡିଜେଲ ଉପରେ କୃଷି ସେସ ଲଗାଇଛନ୍ତି କେନ୍ଦ୍ର ସରକାର । ଚଳିତ ସାଧାରଣ ବଜେଟରେ ସରକାର ପେଟ୍ରୋଲ ଓ ଡିଜେଲ ଉପରେ କୃଷି ସେସ୍ ଲଗାଇବା ପାଇଁ ଘୋଷଣା କରିଛନ୍ତି । …

ଲେହରେ ହେବ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ

ନୂଆଦିଲ୍ଲୀ: ବଜେଟ୍ ୨୦୨୧ରେ ଶିକ୍ଷାକ୍ଷେତ୍ର ପାଇଁ ହୋଇଛି ବଡ଼ ଘୋଷଣା | ବଜେଟ୍ ୨୦୨୧ ଅନୁଯାୟୀ ଦେଶରେ ଖୋଲାଯିବ ୧୦୦ରୁ ଅଧିକ ସୈନିକ ସ୍କୁଲ ।ସେହିଭଳି ଆଦିବାସୀ ଅଞ୍ଚଳରେ ଖୋଲିବ ଏକଲବ୍ୟ ସ୍କୁଲ । ଏନେଇ ଆଜି ସଂସଦରେ ସାଧାରଣ ବଜେଟ ଉପସ୍ଥାପନରେ କେନ୍ଦ୍ର ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି…

ବଜେଟ୍ : ନିର୍ମଳାଙ୍କ ଫୋକସରେ ଚାଷୀ

ନୂଆଦିଲ୍ଲୀ: ସଂସଦରେ ଆଗତ ହେଲା ସାଧାରଣ ବଜେଟ । ପ୍ରଥମ ଥର ପାଇଁ ସଂସଦରେ ପେପରଲେସ ବଜେଟ ଉପସ୍ଥାପିତ ହୋଇଛି । ସଂସଦରେ ତୃତୀୟ ଥର ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି ନିର୍ମଳା ସୀତାରମଣ ।ତେବେ ଚଳିତ ବର୍ଷ ଚାଷୀଙ୍କ ପାଇଁ ବଜେଟରେ ହୋଇଛି ବଡ ଘୋଷଣା । ନିର୍ମଳା ସୀତାରମଣ ବଜେଟ୍…

ବଜେଟ୍ ୨୦୨୧: ରେଳ ବିଭାଗ ପାଇଁ କେତେ ଟଙ୍କା ?

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟରେ ବଜେଟକୁ ମଞ୍ଜୁରୀ ମିଳିବା ପରେ ସଂସଦରେ ଆଗତ ହୋଇଛି ସାଧାରଣ ବଜେଟ ।କରୋନା ମହାମାରୀ ପରେ ଏହା ହେଉଛି ପ୍ରଥମ ସାଧାରଣ ବଜେଟ | ପ୍ରଥମ ଥର ପାଇଁ ସଂସଦରେ ପେପରଲେସ ବଜେଟ ଉପସ୍ଥାପିତ ହୋଇଛି ।ସଂସଦରେ ତୃତୀୟ ଥର ପାଇଁ ବଜେଟ୍ ଉପସ୍ଥାପନ କରୁଛନ୍ତି…

ଅର୍ଥମନ୍ତ୍ରୀଙ୍କ ବଜେଟ ଉପସ୍ଥାପନା

ସଂସଦରେ ଆଗତ ହେଲା ସାଧାରଣ ବଜେଟ । ପୂର୍ବ ନିର୍ଦ୍ଧାରିତ ସସୟରେ ୨୦୨୧-୨୨ର ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କେନ୍ଦ୍ର କ୍ୟାବିନେଟରେ ବଜେଟକୁ ମଞ୍ଜୁରୀ ମିଳିବା ପରେ ସଂସଦରେ ଆଗତ ହୋଇଛି ସାଧାରଣ ବଜେଟ ।କରୋନା ମହାମାରୀ ପରେ ଏହା ହେଉଛି ପ୍ରଥମ ସାଧାରଣ ବଜେଟ |…