Odia News Portal
Browsing Tag

budget session 2022

ବଜେଟ ଅଧିବେଶନ ୨୦୨୨: ବଢିଲା ଖେଳ ବଜେଟ ଦର

କେନ୍ଦ୍ର ସରକାରଙ୍କ ତରଫରୁ ଆଜି ସଂସଦରେ ବଜେଟ ଉପସ୍ଥାପନ ହୋଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ବଜେଟ ଉପସ୍ଥାପନ କରିଛନ୍ତି । ଆଜି ଲୋକସଭାରେ ଉପସ୍ଥାପନ ହୋଇଥିବା ବଜେଟରେ ଯଦି ଖେଳ ବଜେଟ କଥା କହିବା ତାହାଲେ ଚଳିତ ବଜେଟ ଭାଷଣରେ ଖେଳ ବଜେଟର ଉଲ୍ଲେଖ କରିନଥିଲେ…

ବଜେଟ ଅଧିବେଶନ ୨୦୨୨: ଜାଣିବା କଣ ହେଲା ଶସ୍ତା

ଲୋକସଭାରେ ମୋଟ୍ ୩୯.୪୫ ଲକ୍ଷ କୋଟି ଟଙ୍କାର ବଜେଟ୍ ଉପସ୍ଥାପିତ। ୪ର୍ଥ ଥର ପାଇଁ ବଜେଟ ଆଗତ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ବଜେଟରେ ଆଗାମୀ ୨୫ ବର୍ଷ ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି। ଚଳିତ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ରହିଛି ୯.୨ ପ୍ରତିଶତ। କପଡ଼ା, ଚମଡ଼ା…

ବଜେଟ ଅଧିବେଶନ ୨୦୨୨: ୮୦ ଲକ୍ଷ ପରିବାରକୁ ମିଳିବ ଶସ୍ତାରେ ଘର

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ଦେଶର ସାଧାରଣ ବଜେଟ ଲୋକସଭାରେ ଉପସ୍ଥାପନ କରିଛନ୍ତି। ୨୦୨୨-୨୩ରେ ୮୦ ଲକ୍ଷ ପରିବାରଙ୍କୁ ମିଳିବ ଶସ୍ତା ଘର । ସରକାର ଇଲଲକ୍ଟକ୍ସୟବଭକ୍ଷର Affordable Household Scheme ପାଇଁ ହିତାଧିକାରୀମାନଙ୍କୁ ଚିହ୍ନଟ କରିବେ ବୋଲି…

ବଜେଟ ଅଧିବେଶନ ୨୦୨୨:ଡ୍ରୋନ ଦ୍ୱାରା ହେବ କୃଷି କାର୍ଯ୍ୟ

କରୋନା ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦ୍ୱିତୀୟ ଥର ଏବଂ ଲଗାତାର ଚତୁର୍ଥ ଥର ପାଇଁ ବଜେଟ୍ ଉପସ୍ଥାପନ କରୁଛନ୍ତି। ଅର୍ଥମନ୍ତ୍ରୀ କହିଛନ୍ତି ଯେ ଚାଷୀଙ୍କୁ ଡିଜିଟାଲ ସେବା ଯୋଗାଇ ଦିଆଯିବ ଏବଂ ଭାରତରେ ଦାରିଦ୍ର୍ୟ ଦୂରୀକରଣ ଲକ୍ଷ୍ୟରେ କାର୍ୟ୍ୟ କରାଯିବ। ଡ୍ରୋନ୍ ମାଧ୍ୟମରେ କୃଷି…

ଆଜି ବଜେଟ ଅଧିବେଶନ ଆରମ୍ଭ

କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସକାଳ ୧୧ଟା ବେଳେ ପେପରଲେସ୍ ବଜେଟ୍ ଉପସ୍ଥାପନ କରିବେ। ସକାଳ ୮.୧୫ରେ ନିର୍ମଳା ସୀତାରମଣ ନିଜ ବାସଭବନରୁ ବାହାରି ସାରିଛନ୍ତି। ଏହା ପରେ ୯ଟାରେ ସେ ବ୍ରିଫ୍ କେସ୍ ସହ ନର୍ଥ ବ୍ଲକ୍ରୁ ରାଷ୍ଟ୍ରପତି ଭବନ ପାଇଁ ଗସ୍ତ କରିଛନ୍ତି। ରାଷ୍ଟ୍ରପତିଙ୍କ…