Odia News Portal
Browsing Tag

bus

ଲକଡାଉନ ସମୟରେ ବନ୍ଦ ରହିବ ସିଟି ବସ୍ ସେବା

ଭୁବନେଶ୍ୱର() ଲକଡାଉନ ସମୟରେ ବନ୍ଦ ରହିବ ସିଟି ବସ୍ ସେବା । ଜୁଲାଇ ୩୧ ଯାଏଁ ସିଟି ବସ୍ ବନ୍ଦ ରହିବ ବୋଲି ଜଣାପଡିଛି । କେବଳ ବିମାନ ଓ ଟ୍ରେନ୍ ଯାତ୍ରୀଙ୍କ ପାଇଁ ଯାତାୟତ ସୁବିଧା ରହିବ । ଅନ୍ୟପଟେ ଆଜିଠାରୁ ୪ ଜିଲ୍ଲା ସହ ରାଉଲକେଲାରେ ଲକଡାଉନ୍ କଟକଣା ଲାଗୁ ହୋଇଥିବାରୁ ଘରୋଇ ବସ୍…

ରାଜ୍ୟରେ ପୁଣି ବସ ଭଡ଼ା ବୃଦ୍ଧି

ଭୁବନେଶ୍ୱର() ରାଜ୍ୟରେ ପୁଣି ବସ ଭଡ଼ା ବୃଦ୍ଧି ପାଇଛି । ପୁଣି ବସ ଭଡ଼ା ୨ରୁ ୪ ପଇସା ବୃଦ୍ଧି ପାଇଛି । ଏନେଇ ଘରୋଇ ବସ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି । ଅର୍ଡିନାରୀ ଭଡ଼ା କିମି ପିଛା ୭୦ରୁ ୭୧ ପଇସାକୁ ବୃଦ୍ଧି ପାଇଛି । ଏକ୍ସପ୍ରେସ ବସ ଭଡ଼ା ୭୩ରୁ ୭୫ ପଇସା…

ବସ ଭଡ଼ା ବୃଦ୍ଧି

ଭୁବନେଶ୍ୱର () ବସ ଭଡ଼ା ବୃଦ୍ଧି ପାଇଛି  । ତେଲ ଦର ବୃଦ୍ଧି ପାଇଥିବାରୁ ବସଭଡ଼ା ବୃଦ୍ଧି କରାଯାଇଛି  । ଗତ ୯ ଦିନ ମଧ୍ୟରେ ଡିଜେଲ ଦର ୫ ଟଙ୍କାରୁ ଅଧିକ ବୃଦ୍ଧିପାଇଛି  । ତେଲ ଦର ବୃଦ୍ଧି ବା ହ୍ରାସ ଆଧାରରେ ସ୍ୱୟଂଚାଳିତ ପଦ୍ଧତିରେ ବସଭଡ଼ା ବୃଦ୍ଧି ବା ହ୍ରାସ ପାଇବ ବୋଲି ସ୍ଥିର କରାଯାଇଛି…

କାଲିଠାରୁ ଗଡିବ ଘରୋଇ ବସ

ଭୁବନେଶ୍ବର() କାଲିଠାରୁ ସାରା ରାଜ୍ୟରେ ଗଡିବ ଘରୋଇ ବସ । ବୁଧବାର ଘରୋଇ ବସ ମାଲିକ ସଂଘର ସାଧାରଣ ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏନେଇ ବସ ମାଲିକ ସଂଘ ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି । ତେବେ ପ୍ରଥମ ଦଫାରେ ଗୁରୁବାର ଠାରୁ କିଛି ବସ ଚଳାଚଳ କରିବ । ପୂରା…

କାଲି ଚାଲିବନି ଅଟୋ ଓ ବସ

ଭୁବନେଶ୍ୱର () କାଲିଠୁ ଉଡିବ ବିମାନ, ଚାଲିବ ଆନ୍ତଃରାଜ୍ୟ ବସ, ଟ୍ୟାକ୍ସି, କ୍ୟାବ, ଅଟୋ । ସ୍ୱାଭାବିକ ହେବ ଜୀବନ ଯାତ୍ରା ଓ ଜୀବନଜୀବିକା । ରାଜ୍ୟ ରାଜ୍ୟ ମଧ୍ୟରେ ସହମତି ଭିତ୍ତିରେ ଚାଲିବ ବସ । ଏସବୁ ଦୃଷ୍ଟିରୁ ରାଜ୍ୟ ସରକାର କ୍ୱାରେଣ୍ଟାଇନ ନିୟମ ଏବଂ କୋଭିଡ-୧୯ ନିର୍ଦ୍ଦେଶାବଳୀରେ…

କାଲିଠାରୁ ଗଡ଼ିବ ବସ ଓ ଟ୍ୟାକ୍ସି

ଭୁବନେଶ୍ୱର() ରାଜ୍ୟରେ ଆସନ୍ତାକାଲି ଠାରୁ ବସ ଓ ଟ୍ୟାକ୍ସି ଗଡ଼ିବ । ୨୪ ଘଂଟିଆ ଅଟୋ ଓ କ୍ୟାବ ଚଳାଚଳକୁ ଅନୁମତି । ସିଟି ବସ ଚଳାଚଳ କରିବ । ଚାରିଚକିଆ ଗାଡ଼ିରେ ଡ୍ରାଇଭରକୁ ଛାଡ଼ି ୨ ଜଣ ଯାତ୍ରୀ ଯାଇପାରିବେ ।  ବସରେ ଠିଆ ହୋଇ କେହି ଯାଇପାରିବେ ନାହିଁ । ଯେତିକି ସିଟ ସେତିକି ଲୋକ…

ଖୁବଶୀଘ୍ର ରାଜ୍ୟରେ ଗଡିବ ବସ୍

ଭୁବନେଶ୍ବର() ଖୁବଶୀଘ୍ର ରାଜ୍ୟରେ ଆରମ୍ଭ ହେବ ବସ୍ ଚଳାଚଳ । ରାଜ୍ୟରେ ସାମାନ୍ୟ ହେବ ବସ ସେବା । ଗତକାଲିରୁ ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ଘୋଷଣା ପରେ ପରିବହନ ନୀତିରେ କୋହଳ କରାଯାଇଛି । ପୂର୍ବରୁ ରେଡ଼ଜୋନରେ ଓ ଅରେଞ୍ଜ ଜୋନରେ ଗାଡ଼ି ଗଡ଼ିବ ବୋଲି ଯେଉଁ ନିଷ୍ପତ୍ତି ହୋଇଥିଲା, ତାହା ଗତକାଲି…

ଗ୍ରୀନ ଜୋନରେ ଚାଲିବ ସରକାରୀ ବସ୍

ଭୁବନେଶ୍ୱର() ଗ୍ରୀନ ଜୋନରେ ସରକାରୀ ବସ୍ ଗଡ଼ିବା ନେଇ ସୂଚନା ମିଳିଛି । ଘରୋଇ ବସ୍ ମାଲିକ ରାଜି ନହେବାରୁ ଓଏସଆରଟିସି ବସ୍ ଚାଲିବ । କିନ୍ତୁ ଯାତ୍ରୀଙ୍କୁ ଦୁଇ ଗୁଣା ବସ୍ ଭଡ଼ା ଦେବାକୁ ପଡ଼ିବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଗାଡ଼ି ଚଳାଇବାକୁ…

ଆସନ୍ତାକାଲିଠାରୁ ଟ୍ୱିନ ସିଟିରେ ଗଡ଼ିବ ବସ୍

ଭୁବନେଶ୍ୱର() ଆସନ୍ତାକାଲିଠାରୁ ଟ୍ୱିନ ସିଟିରେ ଗଡ଼ିବ ବସ୍ । କଟକରୁ ଭୁବନେଶ୍ୱର ମଧ୍ୟରେ ବସ୍ ଗଡ଼ିବ । ସରକାରୀ କର୍ମଚାରୀଙ୍କ ସୁବିଧା ପାଇଁ ବସ୍ ଗଡ଼ିବ । ଗୋଟିଏ ବସ୍ ଚାଲିବ ଓ ବସ୍ ଭଡ଼ା ୩୦ଟଙ୍କା ନିଆଯିବ ବୋଲି ସୁଚନା ମିଳିଛି । ଏନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି…

ଗ୍ରୀନ୍ ଜୋନରେ ଗଡିବନି ବସ୍

ଭୁବନେଶ୍ୱର() ରାଜ୍ୟରେ ଗ୍ରୀନ୍ ଜୋନରେ ହେବନି ବସ୍ ଚଳାଚଳ । ଏନେଇ ଘରୋଇ ବସ୍ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ବର୍ତ୍ତମାନ ପରିସ୍ଥିତିରେ ସରକାରଙ୍କ ଗାଇଡ୍ ଲାଇନ୍ ଅନୁସାରେ ବସ୍ ଚାଲାଇବା ସମ୍ଭବପର ନୁହେଁ । ୫୦% ଯାତ୍ରୀଙ୍କୁ ନେଇ ବସ୍ ଚଳାଇବା…