Odia News Portal
Browsing Tag

bus

ବସ୍ ଭିତରେ ମାସ୍କ ନପିନ୍ଧିଲେ ୫୦୦ ଫାଇନ୍

କରୋନା କଟକଣା ସତ୍ୱେ ଆଜି ମଧ୍ୟ ଦିନକୁ ଦିନ କରୋନା ବୃଦ୍ଧି ପାଉଛି । କରୋନା କବଳରୁ ଲୋକମାନଙ୍କୁ ରକ୍ଷା କରିବାକୁ ରାଜ୍ୟ ସରକାର ଏକ ନୂଆ ଆଇନ ଲାଗୁ କରିଛନ୍ତି । ଏଣିକି ବସ୍ ଭିତରେ ଯାତ୍ରା କଲେ ମାସ୍କ ବ୍ୟବହାର କରିବା ନିହାତି ଜରୁରୀ ହୋଇଛି । ଯଦି ଆପଣ ମାନେ ବସ୍ ଭିତରେ ଯାତ୍ରା କରିବା…

ଜୀଅନ୍ତା ଜଳିଗଲେ ୧୨ଜଣ

ଯୋଧପୁର: ବୁଧବାର ରାଜସ୍ଥାନର ବାରମର୍-ଯୋଧପୁର ରାଜପଥରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବାରମର୍ ଠାରେ ଏକ ଘରୋଇ ବସ୍ ଏବଂ ଟ୍ୟାଙ୍କର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୧୨ ଜଣ ପ୍ରାଣ ହରାଇଛନ୍ତି । ଧକ୍କା ପରେ ଟ୍ୟାଙ୍କର୍ ଓ ବସରେ ନିଆଁ ଲାଗି ଯାଇଥିଲା । ଘଟଣାସ୍ଥଳରେ ୧୧ ଜଣ ଲୋକ…

କମିଲା ବସ୍ ଭଡ଼ା, ଜାଣନ୍ତୁ କେତେ

ଭୁବନେଶ୍ୱର: ଯାତ୍ରୀମାନେ ଦୟାକରି ଧ୍ୟାନ ଦିଅନ୍ତୁ । ରାଜ୍ୟରେ ପେଟ୍ରୋଲ ଓ ଡିଜେଲ୍ ଦର ହ୍ରାସ ପାଇବା ପରେ ଘରୋଇ ବସ୍ ମାଲିକ ମାନେ ଯାତ୍ରୀ ମାନଙ୍କ ଠାରୁ ବସ୍ ଭଡ଼ା ପୂର୍ବାପେକ୍ଷା କମ୍ ନେବାକୁ ସହମତି ଜଣାଇଛନ୍ତି। ଏଣିକି ଯାତ୍ରୀମାନଙ୍କୁ ଅର୍ଡିନାରି ଓ ଏକ୍ସପ୍ରେସ୍ ବସ୍ରେ କିଲୋମିଟର…

ଓଲଟିଲା ବସ୍, ୭ ଗୁରୁତର, ୪୦ରୁ ଅଧିକ ଆହତ

ଗଂଜାମ: ପୁଣି ଓଲଟିଲା ଯାତ୍ରୀବାହୀ ବସ୍‌। ବସ୍‌ ଓଲଟି ୭ ଗୁରୁତର, ୪୦ ଆହତ। ସୋରଡା ନିକଟ କୁଲାଙ୍ଗୀଠାରେ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା। ଭାରସାମ୍ୟ ହରାଇ ମଝି ରାସ୍ତାରେ ଓଲଟିଲା ନୀଳକଣ୍ଠ ନାମକ ଘରୋଇ ବସ୍। ଦୁର୍ଘଟଣାରେ ଡ୍ରାଇଭର ସମେତ ୧୨ ଆହତ ହୋଇଥିବା ଜଣାପଡିଛି।…

୧୧୦ଟି ନୂଆ ବସ୍ ର ଯାତ୍ରା ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ବର ଏ.ଜି ଛକରେ ଥିବା ଓ.ଏସ୍.ଆଇ.ଟି.ସି ର ମୁଖ୍ୟ କାର୍ଯ୍ୟାଳୟରୁ ୧୧୦ଟି ନୂଆ ଅତ୍ୟାଧୁନିକ ବସ୍ ର ଯାତ୍ରା ଶୁଭାରମ୍ଭ କରିଛନ୍ତି । ଯାତ୍ରୀ ମାନଙ୍କୁ ଆରାମଦାୟକ ଅନୁଭୂତି ପ୍ରଦାନ କରିବା ପାଇଁ ଏଥିରେ ସମସ୍ତ ଅତ୍ୟାଧୁନିକ…

ଶିକ୍ଷାନୁଷ୍ଠାନ ଓ ଘରୋଇ ବସର ଟିକସ ଛାଡ଼ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ମୋଟର ଯାନ ଟିକସ ଛାଡ଼ କଲେ ରାଜ୍ୟ ସରକାର। ଘରୋଇ ବସ୍ ଏବଂ ଶିକ୍ଷାନୁଷ୍ଠାନ ବସ୍ ଗୁଡ଼ିକର ଟିକସ ଛାଡ଼ କରାଯାଇଛି। ଅଗଷ୍ଟ ଓ ସେପ୍ଟେମ୍ବର ମାସ ପାଇଁ ଟିକସ ଦେବେନି ବସ୍ ମାଲିକ। ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି କଲା ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ। ଲକ୍ଡାଉନ ପାଇଁ ବସ୍…

ଛାଡ଼ ହୋଇପାରେ ବସ ମାଲିକଙ୍କ ଟିକସ

ଭୁବନେଶ୍ୱର: ଲାଗି ରହିଛି ଲକଡାଉନ ଏବଂ ସଟଡାଉନ । କରୋନା କଟକଣାକୁ ଦୃଷ୍ଟିରେ ରଖି ବସ ଚଳାଚଳ ଉପରେ କଟକଣା ଲଗାଯାଇଛି । ଯଦିଓ କିଛି ଜିଲ୍ଲାରେ ବସ ଚଳାଚଳ କରୁଛି ତେବେ କଟକଣା ମଧ୍ୟରେ ସ୍ୱଳ୍ପ ସଂଖ୍ୟକ ଯାତ୍ରୀଙ୍କୁ ନେଇ ବସ ଯାଉଛି । ଯେଉଁ କାରଣରୁ ବସ ମାଲିକ ମାନେ ବହୁ ଅସୁବିଧାର ସମ୍ମୁଖୀନ…

ବସ୍ ଚଳାଚଳ ଲାଗି ଆସିବ ଗାଇଡ୍‌ଲାଇନ୍‌: ପଦ୍ମନାଭ ବେହେରା

ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ କୋହଳ ହୋଇଛି କରୋନା କଟକଣା । କାଟାଗୋରୀ ଏରେ ଥିବା ୨୦ଟି ଜିଲ୍ଲାରେ ବସ୍ ଚଳାଚଳ ଲାଗି ଅନୁମତି ମିଳିଛି । ତେବେ ଏହି ବସ୍ ଚଳାଚଳ ଲାଗି ଗାଇଡ ଲାଇନ ଆବିବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ପରିବହନ ବିଭାଗ ପକ୍ଷରୁ ଆରଟିଓ ଓ ବସ୍…

ବାଦାମବାଡ଼ିରେ ଜଳିଗଲା ବସ

କଟକ()  କଟକ ବାଦାମବାଡ଼ିରେ ଗୁରୁବାର ଏକ ଅଘଟଣ ଘଟିଛି । ଏକ ଯାତ୍ରୀବାହୀ ବସ ଜଳିଯାଇଥିବା ଜଣାଯାଇଛି । ପାଲାମଣ୍ଡପ ପୁରୀ ବସ ଷ୍ଟାଣ୍ଡରେ ଛିଡ଼ା ହୋଇଥିବା ଏକ ବସ ଜଳିଯାଇଛି । ତେବେ ବସ ଭିତରେ କୌଣସି ଯାତ୍ରୀ ନଥିବା ଜଣାଯାଇଛି । ଏହି ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ଖବର ଲେଖା ସୁଦ୍ଧା…

ବସକୁ ୫ ଲକ୍ଷ ୬୬ ହଜାର ଜରିମାନା

ଭୁବନେଶ୍ୱର()  ରାଜ୍ୟରେ ଏକ ବସକୁ ୫ ଲକ୍ଷ ୬୬ ହଜାର ଟଙ୍କାର ଜରିମାନା କରାଯାଇଛି । ବସ୍ ନମ୍ବର OD10E0404କୁ ଜରିମାନା କରିଛି ଆରଟିଓ ୨ ଭୁବନେଶ୍ୱର ।  କୋରାପୁଟରୁ ଭୁବନେଶ୍ୱର ମଧ୍ୟରେ ଚଳାଚଳ କରୁଥିବା ଏହି ଯାତ୍ରୀବାହି ବସଟିକୁ ଭୁବନେଶ୍ୱର ଆରଟିଓ-୨ ପକ୍ଷରୁ ଜରିମାନା ପ୍ରଦାନ କରାଯାଇଛି ।…