Odia News Portal
Browsing Tag

Capital Hospital

ଶିଶୁ ମୃତ୍ୟକୁ ନେଇ ଉତ୍ତେଜନା, ଯିଏ ଯାହାକୁ ପାରିଲା ଛେଚିଲା

ଶିଶୁ ମୃତ୍ୟୁକୁ ନେଇ କ୍ୟାପିଟାଲ ହସପିଟାଲରେ ଉତ୍ତେଜନା । ଯିଏ ଯାହାକୁ ପାରିଲା ଛେଚି ଚାଲିଲା । ହସପିଟାଲ ସିକ୍ୟୁରଚଟି କି କର୍ମଚାରୀ କେହି ରହମାନ ପଡ଼ିଲେଡ଼ି । ଉତ୍ୟକ୍ତ ଲୋକଙ୍କ ନଜର ଯିଏ ପଡ଼ିଲା ସିଲ ମାଡ଼ ଖାଇଲା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ହସ୍ପିଟାଲ ପରିସରରେ । ତେବେ…

କ୍ୟାପିଟାଲ ହସ୍ପିଟାଲରେ ୪୦ ଜଣ ଡାକ୍ତର କରୋନା ପଜିଟିଭ ଚିହ୍ନଟ

କ୍ୟାପିଟାଲ ହସ୍ପିଟାଲ ସାରା କରୋନା ପଜିଟିଭ । ସ୍ୱାସ୍ଥ୍ୟକର୍ମୀଙ୍କଠାରୁ ଆରମ୍ଭ କରି ଡାକ୍ତର ସମସ୍ତେ କରୋନାରେ ଆକ୍ରାନ୍ତ । କ୍ୟାପିଟାଲ ହସ୍ପିଟାଲରେ ମୋଟ ୧୪୪ ଜଣ ଡାକ୍ତରଙ୍କ ମଧ୍ୟରୁ ୪୦ ଜଣ ଡାକ୍ତର କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୩୦ ଜଣ ଘରେ ସଂଗରୋଧରେ ରହିଥିବାବେଳେ

ଜନ୍ମ କଲା ଛୁଆଙ୍କୁ ବିଷ ପିଆଇଲା ଜାନକୀ,୨ ମୃତ

ଭୁବନେଶ୍ୱର: ଚନ୍ଦକା ଥାନା ଅନ୍ତର୍ଗତ ମେଣ୍ଢାଶାଳ ନିକଟରେ ଅଭାବନୀୟ ଘଟଣା । ତିନି ଶିଶୁଙ୍କୁ ବିଷଦେଇ ନିଜେ ବିଷ ପିଇଲା ମା। କ୍ୟାପିଟାଲ ହସ୍ପିଟାଲରେ ସାଢ଼େ ଚାରି ବର୍ଷର ଓ ତିନି ବର୍ଷର ୨ ପୁଅଙ୍କ ମୃତ୍ୟୁ ହୋଇଥିବା ସମୟରେ ଦେଢ ବର୍ଷର ଶିଶୁ କନ୍ୟା ଓ ମାକୁ ଗୁରୁତର ଅବସ୍ଥାରେ କଟକ