ବଡ଼ଚଣାରେ ଗୋରୁ ବୋଝେଇ କଣ୍ଟେନରକୁ ପିଛା କରି ଧରିଲା ପୁଲିସ, ଉଦ୍ଧାର ହେଲେ ୪୮ ଜୀବନ୍ତ ଓ ୨୨ ମୃତ ଗୋରୁ
ଗତକାଲି ରାତି ୨ଟାରେ ବଡ଼ଚଣା ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ବେଣାପୁର ଛକ ଦେଇ ବେଆଇନ ଭାବେ ୭୦ ଗୋରୁ ବୋଝେଇ ଏକ କଣ୍ଟେନର ଯାଉଥିବା ଖବର ପାଇ ବଡ଼ଚଣା ଥାନା ପୁଲିସ କଣ୍ଟେନରକୁ ପିଛା କରିଥିଲେ। ତେବେ ପୁଲିସ ଗାଡ଼ି ପିଛା କରୁଥିବା ଜାଣି ଚାଳକ ଖଇରା ନିକଟରେ କଣ୍ଟେନର ଛାଡ଼ି…