ଋଣ ଜାଲିଆତି ମାମଲାରେ ସିବିଆଇ ରେଡ୍
ୟୁନିଅନ ବ୍ୟାଙ୍କ ଋଣ ଜାଲିଆତି ମାମଲାରେ ରେଡ୍ କରିଛି ସିବିଆଇ । ସମ୍ବଲପୁର ବାଲିବନ୍ଧା ସ୍ଥିତ ଜଣେ ବ୍ୟବସାୟୀଙ୍କ ଘରେ ରେଡ୍ କରାଯାଇଛି । ୟୁନିଅନ ବ୍ୟାଙ୍କରୁ ୪ କୋଟି ୧୧ ଲକ୍ଷ ଋଣ ଜାଲିଆତି ଅଭିଯୋଗ ହୋଇଥିଲା ।
ଜାଲ ଡକ୍ୟୁମେଣ୍ଟ ଦେଖାଇ ବ୍ୟାଙ୍କରୁ ଋଣ ନେଇ ଫେରସ୍ତ କରି ନଥିଲେ!-->!-->!-->…
