କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବଢିଲା
କେନ୍ଦ୍ରୀୟ କର୍ମଚାରୀଙ୍କ ୩ ପ୍ରତିଶତ ଡିଏ ବୃଦ୍ଧିକୁ କ୍ୟାବିନେଟ ମଞ୍ଜୁରୀ । ପେନସନଭୋଗୀଙ୍କ ଡିଆର ମଧ୍ୟ ୩ ପ୍ରତିଶତ ବୃଦ୍ଧି କଲେ ସରକାର । ବର୍ଦ୍ଧିତ ୩ ପ୍ରତିଶତ ଡିଏ ଅତିରିକ୍ତ ଇନଷ୍ଟାଲମେଣ୍ଟରେ ଦେବାକୁ ନିର୍ଦ୍ଦେଶ । ୨୦୨୨ ଜାନୁଆରୀ ୧ରୁ ପିଛିଲା ଭାବେ ଦେବାକୁ ନିର୍ଦ୍ଦେଶ । ୪୭.୬୮!-->…
