ପ୍ରେମିକା କହିଲା- ମୋତେ ବାହା ହଅ, ନହେଲେ ଆତ୍ମହତ୍ୟା କରିବି
ବନ୍ଧୁତାରୁ ପ୍ରେମ, ତା’ପରେ ନିବିଡ଼ ସମ୍ପର୍କ। ଉଭୟ ନିଷ୍ପତ୍ତି ନେଇଥିଲେ ବିବାହ କରିବେ । ବଡ଼ କଥା ପ୍ରେମିକଙ୍କ ବୟସ ୨୦ ବର୍ଷ ହୋଇଥିବାବେଳେ ପ୍ରେମିକାଙ୍କ ବୟସ ୨୮ । ଏବେ ପ୍ରେମିକ ବିବାହ ପାଇଁ ରାଜି ନହେବାରୁ ଥାନାରେ ବିଷ ଖାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ପ୍ରେମିକା । ଏଭଳି ଘଟଣା!-->…
