Odia News Portal
Browsing Tag

chikun arrest

ବନ୍ଧାହେଲା ଚିକୁନ୍

ଭୁବନେଶ୍ୱର: ସ୍ୱିଗିବୟ ଚିକୁନକୁ ବାନ୍ଧିଛି ପୋଲିସ । ଧଉଳୀ ଥାନା ପୋଲିସ ଚିକୁନକୁ ଗିରଫ କରିଛି । ମିଛି ଅପହରଣର ଭ୍ରମ ସୃଷ୍ଟି କରିଥିବାରୁ ଚିକୁନକୁ ଗିରଫ କରାଯାଇଛି । ଧଉଳୀ ଥାନାରେ ଚିକୁନ ଓ ତାଙ୍କ ବାନ୍ଧବୀଙ୍କ ବୟାନ ରେକର୍ଡ କରାଯାଇଛି । ବାନ୍ଧବୀ କହିଛନ୍ତି କି ତାଙ୍କୁ ଚିକୁନ ଅପହରଣ…