ଚିଲିକାରେ ଡଙ୍ଗାବୁଡି ଘଟଣାରେ ଏବେବି ଜଣେ ନିଖୋଜ, ବର୍ଷା ଓ ପବନ ଯୋଗୁଁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ
ଚିଲିକାରେ ଡଙ୍ଗାବୁଡି ଘଟଣାରେ ଏବେବି ଜଣେ ନିଖୋଜ। ନିଖୋଜ ବ୍ୟକ୍ତି ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ଥାନା ଅନ୍ତର୍ଗତ କୋଦପୁର ଗାଁର। ତାଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଜାରିରହିଛି ସର୍ଚ୍ଚ ଅପରେସନ।
ତେବେ ବର୍ଷା ଓ ପବନ ଯୋଗୁଁ ଉଦ୍ଧାର କାର୍ଯ୍ୟ!-->!-->!-->…
