ଓଡିଶାରେ ବୁଲୁଛି ଚାଇନା ପାରା
ରାଉରକେଲା: ରାଉରକେଲା କାଂଶବାହାଲରେ ଗତ ୨ ତାରିଖ ଅପରାହ୍ନରେ ଏକ ପାରା ଉଦ୍ଧାର ହୋଇଛି। ଏହି ପାରାର ଆକାର ସାଧାରଣ ପାରାଠାରୁ ସାମାନ୍ୟ ବଡ଼। ତେବେ ଏହି ପାରା ଗୋଡ଼ରେ ଚୀନ ଭାଷାରେ ଲିଖିତ ଏକ ଟ୍ୟାଗ୍ ରହିଛି। ଟ୍ୟାଗ୍ ଭିତରେ ପାରା ଗୋଡ଼ରେ ଲାଗିଛି ଅଜଣା ଯନ୍ତ୍ର। ଉକ୍ତ ଟ୍ୟାଗ୍ ରେ!-->…
