କାହିଁକି ରାଗିଗଲେ ବିଜେପି ନେତା ?
ଶିବରାଜଙ୍କ ହେଲିକପ୍ଟର ଉମରେଥରେ ଅବତରଣ କରିବାର ଥିଲା। କିନ୍ତୁ ତାଙ୍କୁ ଏଥିପାଇଁ ଅନୁମତି ମିଳିନଥିଲା। ଅପରାହ୍ନ ୫ଟା ମଧ୍ୟରେ ହିଁ ଶିବରାଜଙ୍କ ହେଲିକପ୍ଟର ଅବତରଣ କରିପାରିବ ଏବଂ ଏହି ସମୟ ଅତିକ୍ରମ କଲେ ଆଉ ଅନୁମତି ମିଳିବ ନାହିଁ ବୋଲି ଭୋପାଳ ଅଧିକାରୀମାନେ କହିବାପରେ ଏଥିରେ ଶିବରାଜ…