Odia News Portal
Browsing Tag

cm aveen pattaaik

ଲତାଙ୍କ ବିୟୋଗରେ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ

ନୀରବି ଗଲେ ସ୍ୱର ସମ୍ରାଜ୍ଞୀ । ଶୋକରେ ପୂରା ଦେଶ। ୯୨ ବର୍ଷ ବୟସରେ ଲତା ମଙ୍ଗେସକରଙ୍କ ମୁମ୍ବାଇ ବ୍ରିଚ୍‌ କାଣ୍ଡି ହସ୍ପିଟାଲରେ ସକାଳ ୮ଟା ୧୨ରେ ପରଲୋକ ଘଟିଛି। ୨୯ ଦିନ ହେଲା ବ୍ରିଚ୍‌ କାଣ୍ଡି ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ ଲତା। ତାଙ୍କ ପରଲୋକରେ ସାରା ଦେଶରେ ଶୋକର