Odia News Portal
Browsing Tag

commissioner of police bhubaneswar-cuttack

ତାଲାବନ୍ଦରେ ଘରକୁ ଗଲା କମିସନରେଟ ପୋଲିସ

ଭୁବନେଶ୍ୱର: କମିସନରେଟ ପୋଲିସର ଭିନ୍ନ ପ୍ରୟାସ । ତାଲାବନ୍ଦ ବେଳେ ଘରକୁ ଯାଇ ଅଭିଯୋଗ ଶୁଣିଲା କମିସନରେଟ ପୁଲିସ। ଫୋନରେ ଅଭିଯୋଗ ପାଇ ଘରକୁ ଯାଇ ଏତଲା ଆଣିଲେ ନୟାପଲ୍ଲୀ ଥାନା ଅଧିକାରୀ। ୫୦୬ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କଲା ପୁଲିସ। ଆଜିଠାରୁ ସାରା ରାଜ୍ୟରେ ଲକଡାଉନ୍।…

ପୁଣି ଭେଜାଲ ସିମେଣ୍ଟ କାରଖାନା ଠାବ

କଟକ: କଟକରେ ପୁଣି ନକଲି ସିମେଣ୍ଟ କାରଖାନା ଠାବ| ଆଜି ସକାଳେ ଏହି ନକଲି କାରଖାନା ଉପରେ ଚଢାଉ କରିଥିଲା ପୋଲିସ । କଟକ ଜଗତପୁର ଖଇରା ପୋଲ ନିକଟରୁ ଅପମିଶ୍ରିତ ସିମେଣ୍ଟ କାରଖାନା ଠାବ ହୋଇଛି। ଜଗତପୁର ପୋଲିସ ଏସିପି ଯୋନ-୧ଙ୍କ ନେତୃତ୍ୱରେ କାରଖାନା ଉପରେ ଚଢ଼ାଉ କରି ଗୋଟିଏ ସିମେଣ୍ଟ…

୨୨ବର୍ଷ ପରେ ବନ୍ଧା ହେଲା ବିବନ୍

ଭୁବନେଶ୍ବର: ଓଡ଼ିଶା ପୋଲିସକୁ ବଡ଼ ସଫଳତା । ୨୨ବର୍ଷ ପରେ ପୋଲିସ୍ ହାତରେ ଧରା ପଡ଼ିଲା ବିବନ୍ ବିଶ୍ଵାଳ । ୧୯୯୯ ଜାନୁଆରୀ ୯ ତାରିଖରେ ହୋଇଥିବା ବାରଙ୍ଗର ବହୁ ଚର୍ଚ୍ଚିତ ଗଣ ଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯକ୍ତ ଥିଲା ବିବନ୍ ବିଶ୍ଵାଳ।ଭୁବନେଶ୍ଵରର ବାରଙ୍ଗ ରାସ୍ତାରେ କାର ଭିତରେ ହୋଇଥିଲା ଗଣ…

ଟ୍ୱିନ୍ ସିଟିରେ ଜିରୋ ନାଇଟ୍ ସେଲିବ୍ରେସନକୁ ନା’

ଭୁବନେଶ୍ୱର: ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ସାରା ରାଜ୍ୟରେ ଜିରୋ ନାଇଟ୍ ସେଲିବ୍ରେସନ୍ ଉପରେ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର । ଏଥିପାଇଁ ବିଶେଷକରି ଟ୍ୱିନ୍ ସିଟି କଟକ ଓ ଭୁବନେଶ୍ୱରରେ କଡା ସୁରକ୍ଷାର ବନ୍ଦୋବସ୍ତ କରିଛି କମିଶନରେଟ ପୁଲିସ । କଟକ ଏବଂ ଭୁବନେଶ୍ୱରରେ ଥିବା…