Odia News Portal
Browsing Tag

Containment Zone

ଭୁବନେଶ୍ୱରର ୫ ଟି ଅଂଚଳକୁ କଂଣ୍ଟନମେଣ୍ଟ ଜୋନରେ ଘୋଷଣା କରାଗଲା

ରାଜଧାନୀ ଭୁବନେଶ୍ବରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ବଢି ଚାଲିଛି। ଆଜି ସହରର ପାଞ୍ଚଟି ସ୍ଥାନକୁ ମାଇକ୍ରୋ କଣେନମେଣ୍ଟ ଜୋନ୍ ଘୋଷଣା କରିଛି ବିଏମସି । ଆଚାର୍ୟ୍ୟବିହାର ସାଇ ମନ୍ଦିର ନିକଟସ୍ଥ ନିର୍ଦ୍ଧିଷ୍ଟ ଅଞ୍ଚଳ, ଆଚାର୍ୟ୍ୟ ବିହାର ପାଣିଟାଙ୍କି ଅଞ୍ଚଳ, ସତ୍ୟନଗର ଓ ବାପୁଜୀ ନଗରର…

ପୁଣି ଜିଲ୍ଲାକୁ ଫେରିଲା କଣ୍ଟେନମେଣ୍ଟ

ଭଦ୍ରକ: ଭଦ୍ରକ ବ୍ଲକ ଚରମ୍ପା ଏରେଇଁ ପଞ୍ଚାୟତ ଧଳସାହିରେ କୋରନା ପଜିଟିଭ୍ ଚିହ୍ନଟ ପରେ ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲା ଜିଲ୍ଲା ପ୍ରଶାସନ | ଘର ଘର ସର୍ଭିଲାନ୍ସ ସହ ଚିଲିଛି ଟ୍ରେସିଂ ଓ ଟେଷ୍ଟିଂ |

ପୁଣି ଫେରିଲା କଣ୍ଟେନମେଣ୍ଟ କଟକଣା

ଆଠଗଡ଼: ଆଠଗଡ଼କୁ ପୁଣି ଫେରିଲା କଣ୍ଟେନମେଣ୍ଟ କଟକଣା । କଟକ ଜିଲ୍ଲା ଆଠଗଡ଼ ବ୍ଳକ୍‌ ରାଧାକୃଷ୍ଣପୁର ଖଣ୍ଡୁଆଳି ଗାଁରେ ୧୬ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୧୬ ଜଣଙ୍କ ମଧ୍ୟରେ ୬ଜଣ ମହିଳା, ୫ଜଣ ପୁରୁଷଙ୍କ ସମେତ ୫ ଛୁଆ ଥିବା ସୂଚନା ମିଳିଛି । ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ ପାଇଁ…