Odia News Portal
Browsing Tag

corona cases in odisha

ଆଜି ଓଡିଶାରେ ୧୮୯୭ କରୋନା ଚିହ୍ନଟ,ଜଣେ ମୃତ

ଓଡିଶାରେ ହୁ ହୁ ହୋଇ ବଢୁଛି କରୋନା । ଗତ ୨୪ଘଣ୍ଟାରେ ଆଉ ୧୮୯୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୬୯ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯାହା ମୋଟ ଆକ୍ରାନ୍ତଙ୍କ ୩୫.୨୬ ପ୍ରତିଶତ । ଆଜି ମୋଟ…

ରାଜ୍ୟରେ ୪୦୦ ଟପିଲା କୋଭିଡ ସଂକ୍ରମଣ

ରାଜ୍ୟରେ ପୁଣି ଉପରମୁହାଁ କୋଭିଡ ସଂକ୍ରମଣ । ଗତ ୨୪ ଘଣ୍ଟାରେ ୪୨୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । କେବଳ ଖୋର୍ଦ୍ଧାରୁ ୧୭୭ ଓ କଟକରୁ ୪୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ଦୁଇ ଜିଲ୍ଲାରୁ ୨୨୨ ସଂକ୍ରମିତ ରହିଛନ୍ତି । ଯାହାକି ରାଜ୍ୟର ମୋଟ ଆକ୍ରାନ୍ତଙ୍କର ୫୨.୩୫ ପ୍ରତିଶତ ।…

ରାଜ୍ୟରେ ୧୧୨ କୋରେନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଆଉ ୧୧୨ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ସଙ୍ଗରୋଧରୁ ୬୭ ଓ ସ୍ଥାନୀୟ ଅଂଚଳରୁ ୪୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୮ ବର୍ଷରୁ କମ ବୟସର ୧୭ ଜଣ ମଧ୍ୟ କୋରୋନା ସଂକ୍ରମିତ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୬, କଟକରୁ ୧୩, ସୁନ୍ଦରଗଡରୁ ୫,…

ଗତ ୨୪ ଘଣ୍ଟ ମଧ୍ୟରେ ରାଜ୍ୟରେ ୧୬୦ କରୋନା ଆକ୍ରନ୍ତ ଚିହ୍ନଟ

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୬୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିଭିତରେ ୧୮ ବର୍ଷରୁ କମ୍ ବୟସ୍କ ୨୦ ଜଣ ଶିଶୁ ଓ କିଶୋର କରୋନା ପଜିଟିଭ ଅଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୬ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ…