Odia News Portal
Browsing Tag

Corona killer

କରୋନାରେ ଚଳଚ୍ଚିତ୍ର ନିର୍ମାତାଙ୍କ ମୃତ୍ୟୁ

ବେଙ୍ଗାଲୁରୁ: କନ୍ନଡ ଫିଲ୍ମ ଜଗତର ବିଶିଷ୍ଟ ନିର୍ମାତା ତଥା ଚଳଚ୍ଚିତ୍ର ଅଭିନେତ୍ରୀ ମଲାଶ୍ରୀଙ୍କ ସ୍ୱାମୀ ରାମୁଙ୍କର ସୋମବାର COVID-19 କାରଣରୁ ଦେହାନ୍ତ ଘଟିଛି ବୋଲି ପରିବାର ସୂତ୍ରରୁ ପ୍ରକାଶ। ଚିକିତ୍ସା ପାଇଁ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ତାଙ୍କର…

ସିବିଆଇ ପୂର୍ବତନ ନିର୍ଦ୍ଦେଶକଙ୍କ କରୋନାରେ ମୃତ୍ୟୁ

ନୂଆଦିଲ୍ଲୀ : ସିବିଆଇ ପୂର୍ବତନ ନିର୍ଦ୍ଦେଶକ ରଣଜୀତ ସିହ୍ନାଙ୍କ କରୋନାରେ ମୃତ୍ୟୁ ହୋଇଛି । ୬୮ ବର୍ଷୀୟ ସିହ୍ନା ଶୁକ୍ରବାର ଭୋର ୪.୩୦ରେ ଶେଷ୍ ନିଶ୍ୱାସ ତ୍ୟାଗ କରିଛନ୍ତି । ୧୯୭୪ ବ୍ୟାଚର ଆଇପିଏସ ହେଉଛନ୍ତି ଶ୍ରୀ ସିହ୍ନା । ୨୦୧୨ ନଭେମ୍ୱର ୨୨ରେ ୨ ବର୍ଷ ପାଇଁ ତାଙ୍କୁ ସିବିଆଇ ମୁଖ୍ୟ…