Odia News Portal
Browsing Tag

corona

୨୪ ଘଣ୍ଟାରେ ଭୁବନେଶ୍ୱରରୁ ଚିହ୍ନଟହେଲେ ୫୬୬ ନୂଆ ଆକ୍ରାନ୍ତ

ଭୁବନେଶ୍ୱର: କରୋନା ଚେନକୁ ଭାଙ୍ଗିବା ଲାଗି ଜାରି ରହିଛି ଲକଡାଉନ ଓ ସଟଡାଉନ । ଯାହା ଫଳରେ ତଳମୁହାଁ ହେବାକୁ ବସିଛି କରୋନା ମିଟର । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀ ଭୁବନେଶ୍ୱରରୁ ୫୬୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ସ୍ଥାନୀୟ ଅଞ୍ଚଳରୁ ୪୫୪ ଜଣ

କରୋନା ସଂକ୍ରମିତହେଲେ ଜେଲରେ ଥିବା ରାମ ରହିମ୍‌

ନୂଆଦିଲ୍ଲୀ: କରୋନା ସଂକ୍ରମିତ ହୋଇଛନ୍ତି ଡେରା ସୌଚ୍ଚ ରାମ ରହିମ୍ । ତାଙ୍କୁ ଏବେ ମେଦାନ୍ତ ହସ୍ପିଟାଲରେ ଭର୍ତି କରାଯାଇଛି । ପୂର୍ବରୁ ରାମ ରହିମଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିଲା । ଜେଲ କତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ତାଙ୍କ ଦେହ ଖରାପ ହେବା ପରେ ତାଙ୍କୁ ରୋହତକର ପିଜିଆଇ

ମେଡିକାଲରେ ଭର୍ତ୍ତିହେଲେ ତାରା

ଭୁବନେଶ୍ୱର: ରାଜ୍ୟ ରାଜନୀତିର ଚର୍ଚ୍ଚିତ ଚେହେରା ତଥା କଂଗ୍ରେସର ଜୟପୁର ବିଧାୟକ ତାରା ବାହିନୀ ପତି କରୋନାରେ ଆକ୍ରାନ୍ତ । ଆଜି ତାଙ୍କୁ ଭୁବନେଶ୍ୱର ସମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କରୋନା ସାମାନ୍ୟ ଲକ୍ଷଣ ଦେଖାଦେଇଥିବା ଜଣାଯାଇଛି । ଏନେଇ ସୂଚନା ଦେଇଛନ୍ତି ତାଙ୍କ ପତ୍ନୀ

ଦେଶରେ ୨୪ ଘଣ୍ଟାରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୬୭୭

ନୂଆଦିଲ୍ଲୀ: ପ୍ରତିଦିନ କରୋନାରେ ଗଢ଼ୁଛି ମୁଣ୍ଡ । ଦେଶରେ ୨୪ ଘଣ୍ଟା ମଧ୍ୟରେ ୧,୧୪,୪୬୦ କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ଓ ୨,୬୭୭ ମୃତ୍ୟୁ ରେକର୍ଡ କରାଯାଇଛି। ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍ ସଂକ୍ରମଣ ମାମଲା ୨,୮୮,୦୯,୩୩୯ ଓ ମୃତ୍ୟୁସଂଖ୍ୟା ୩,୪୬,୭୫୯ରେ ପହଞ୍ଚିଛି।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧୬୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରେ କମିବାର ନାଁ ଧରୁନି କରୋନା । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭,୦୦୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୩୯୨୧ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୩୦୮୧ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି

କରୋନାରୁ ସୁସ୍ଥହେଲେ ବିଜୟ ମହାପାତ୍ର

ଭୁବନେଶ୍ୱର: ଦୀର୍ଘଦିନ ହେବ କରୋନା ରୋଗରେ ଆକ୍ରାନ୍ତ ଥିଲେ ବିଜେପି ନେତା ବିଜୟ ମହାପାତ୍ର । ଆଜି ସେ କରୋନାରୁ ସୁସ୍ଥ ହୋଇଛନ୍ତି । ସୁସ୍ଥ ହେବା ପରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ବିଜୟ । ତେବେ ସମସ୍ତେ ସଚେତନାର ସହ ଚଳିବା ଲାଗି ନିବେଦନ କରିଛନ୍ତି ସେ ।

ଆଜି ୪୦ ମୁଣ୍ଡନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ଜନ୍ଖଚ୍ଛ ମୃତ୍ୟୁ ସଂଖ୍ୟା ୪୦ ରହିଛି । ରାଜ୍ୟରେ ଦୈନିକ ସଂକ୍ରମଣ ତଳମୁହାଁ ରହିଥିବାବେଳେ ମୃତ୍ୟୁ ସଂଖ୍ୟା ଶିଖର ଛୁଉଁଛି। ଗତ ୨୪ ଘଣ୍ଟା ମଧ୍ୟରେ ୪୦ ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୯୫୨କୁ

ପଢ଼ନ୍ତୁ ଆଜି ରାଜ୍ୟରେ କଣ ରହିଛି କରୋନାର ସ୍ଥିତି

ଭୁବନେଶ୍ୱର: ଲାଗି ରହିଛି ଲକଡାଉନ ଏବଂ ସଟଡାଉନ । ଏହାରି ଭିତରେ ତଳମୁହାଁ ହୋଇଛି କରୋନା ମିଟର । ରାଜ୍ୟରେ ୨୪ ଘଣ୍ଟାରେ ୭,୭୨୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ଜଣାଇଛି । ସେମାନଙ୍କ ମଧ୍ୟରେ ୪୩୩୧ ଜଣ କ୍ବାରେଣ୍ଟାଇନ ସେଣ୍ଟରରେ ରହିଥିବାବେଳେ ୩୩୯୮ ଜଣ

ଦିନକରେ ୨୭୧୩ ଜୀବନ ନେଲା କରୋନା

ନୂଆଦିଲ୍ଲୀ: ଦେଶରେ ତଳମୁହାଁ କରୋନା ମିଟର । ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧,୩୨,୩୬୪ ନୂଆ ଆକ୍ରାନ୍ତ । ସେପଟେ ଦିନକରେ ୨୭୧୩ଙ୍କର ଜୀବନ ନେଇଛି ମହାମାରୀ । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଶୁକ୍ରବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧,୩୨,୩୬୪

ଏଯାବତ କରୋନା ଛୁଇଁନି ଏହିସବୁ ଗାଁକୁ

ଗଞ୍ଜାମ: ଚାଲିଛି କରୋନାର ଦ୍ୱିତୀୟ ଲହର । ସାରା ବିଶ୍ୱକୁ କବଳିତ କରିଛି ଭାଇରସ । ମହାମାରୀରେ ଗଲାଣି ଅନେକ ଜୀବନ । ତେବେ ଆଜି ବି ଓଡ଼ିଶାରେ ଏମିତି ଗାଁ ରହିଛି ଯେଉଁଠି ଏଯାବତ ପହଞ୍ଚିପାରିନାହିଁ କରୋନା ଭାଇରସ । ଗାଁର ଜଣେ ହେଲେ ହୋଇନାହାଁନ୍ତି ଆକ୍ରାନ୍ତ । ଗଞ୍ଜାମ ଜିଲ୍ଲାର ମୋଟ ୧୮ଟି