Odia News Portal
Browsing Tag

corona

ଓଡ଼ିଶାରେ ପଞ୍ଚମ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର() ଓଡ଼ିଶାରେ ପଞ୍ଚମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ବର ସୂର୍ଯ୍ୟନଗରର ୬୦ ବର୍ଷ ବ୍ୟକ୍ତିଙ୍କ ଶରୀରରେ ଏହି ଭୂତାଣୁ ଚିହ୍ନଟ ହୋଇଛି । ଏମ୍ସରେ ଆଡ଼ମିଟ ପରେ କରୋନା ଟେଷ୍ଟ ପଜିଟିଭ ଆସିଥିବା ସୂଚନା ମିଳିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ…

ଓଡ଼ିଶାରେ ଚତୁର୍ଥ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର() ଓଡ଼ିଶାରେ ଚତୁର୍ଥ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ଦୁବାଇରୁ ଫେରିଥିବା ଭଦ୍ରକ ଜିଲ୍ଲାର ଜଣେ ଯୁବକଙ୍କ କରୋନା ରିପୋର୍ଟ ପଜିଟିଭ ବାହାରିଛି । ଯୁବକଙ୍କ ବୟସ ୨୯ ହୋଇଥିବା ସୂଚନା ରହିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍‌ ଯୋଗେ ସୂଚନା…

ଏସସିବିରେ ହେବ କରୋନା ପରୀକ୍ଷା

ଭୁବନେଶ୍ୱର() କଟକ ଏସସିବିରେ ମହାମାରୀ କରୋନା ରକ୍ତ ନମୁନା ପରୀକ୍ଷା କରାଯିବ ବୋଲି ଜଣାପଡ଼ିଛି । ନମୁନା ପରୀକ୍ଷା ପାଇଁ ଅନୁମତି ଦେଇସାରିଛି ଆଇସିଏମଆର । ଏହାସହ ବୁର୍ଲା ଏମକେସିଜିରେ ମଧ୍ୟ ନୁମନା ପରୀକ୍ଷା କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗକୁ ପ୍ରସ୍ତାବ ଦିଆଯାଇଛି । ଅନ୍ୟପଟେ ସବୁ…

କରୋନା ମୁକାବିଲା ପାଇଁ ସହଯୋଗର ହାତ ବଢାଇଲା ଭବାନୀପାଟଣା ସେଣ୍ଟ୍ରାଲ କୋଅପୋରେଟିଭ ବ୍ୟାଙ୍କ

ଭୁବନେଶ୍ୱର ()କରୋନା ନେଇ ସାରା ବିଶ୍ୱରେ ଏବେ ଭୟାବହର ବାର୍ତ୍ତାବରଣ ସୃଷ୍ଟି ହୋଇଛି । ଏପର୍ଯ୍ୟନ୍ତ ଏହାର ପ୍ରତିଷେଧକ ମଧ୍ୟ ବାହାରିନି । ଏହା ମଧ୍ୟରେ କରୋନା ମୁକାବିଲା ପାଇଁ ସହଯୋଗର ହାତ ବଢ଼ାଇଛି ଭବାନୀପାଟଣା ସେଣ୍ଟ୍ରାଲ କୋଅପୋରେଟିଭ ବ୍ୟାଙ୍କ । କରୋନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ…

୧୦% ଲୋକ ଏଯାଏଁ କରୋନା ପରିସ୍ଥିତିରୁ ଅଜ୍ଞାନ ଅଛନ୍ତି

ଭୁବନେଶ୍ୱର () ପ୍ରତିଦିନ ପରି ଆଜି ମଧ୍ୟ କରୋନା ସମ୍ପର୍କିତ ନେଇ ୨୪ଘଣ୍ଟାର ଅପଡ଼େଟ ଦେଇଛନ୍ତି ଆଇଇସି ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ । ସେ କହିଛନ୍ତି ରାଜ୍ୟ ବାହାରେ ଓଡ଼ିଆ ଅଟକ ପଡ଼ିଛନ୍ତି । ଯିଏ ଯେଉଁଠି ଅଛନ୍ତି ସେଠି ରହିବାକୁ କେନ୍ଦ୍ର ନିର୍ଦ୍ଦେଶ ଦେଇଛି । ଏହାସହ ଫସିଥିବା ଲୋକଙ୍କ…

୭ ଲକ୍ଷରେ ପହଞ୍ଚିଲା କରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ () କରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୭ ଲକ୍ଷ ଅତିକ୍ରମ କରିଛି । ଏବେ ସୁଦ୍ଧା ଏହି ସଂଖ୍ୟା ୭,୨୧,୯୪୬ ରେ ପହଞ୍ଚିଛି । ସେହିଭଳି କରୋନା ଭୂତାଣୁଜନିତ ମୃତ୍ୟୁସଂଖ୍ୟା ୩୩,୯୬୬ ଡେଇଁଛି । ମୋଟ ୧,୫୧,୩୧୨ ରୋଗୀ ଆରୋଗ୍ୟ ହୋଇଛନ୍ତି । ଆମେରିକାରେ ୧୮,୪୬୯ ନୂଆ ରୋଗୀ ଚିହ୍ନଟ ହେବା…

ପ୍ରବାସୀ ଓଡ଼ିଆଙ୍କ ସହ କଥା ହେଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର()   କୋରନା ମୁକାବିଲା ଲାଗି ଲୋକସେବା ଭବନରେ ଖୋଲା ଯାଇଛି କୋଭିଡ଼-19 ବା ମଲ୍ଟି ଡିପାର୍ଟମେଣ୍ଟାଲ କଲ ସେଣ୍ଟର ! ଏହି କଲ ସେଣ୍ଟର କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ! କଲ ସେଣ୍ଟର ଯାଇ ସିଧାସଳଖ ଫୋନ ଆଟେଣ୍ଡ କରିଛନ୍ତି ମୁଖ୍ୟ ଶାସନ ସଚିବ ! ଫୋନ…

ଜାଣନ୍ତୁ ଭାଇରସର ନାମ କାହିଁକି ରଖାଗଲା ‘କରୋନା’

ସାରା ବିଶ୍ୱ କରୋନା ଭାଇରସ୍‌ ବେ-ଲଗାମ୍‌ ହୋଇପଡ଼ିଛି। ଏହାକୁ ରୋକିବା ପାଇଁ ସାରା ଦେଶ ନିଜ ପକ୍ଷରୁ ବିଭିନ୍ନ ସତର୍କତା ଅବଲମ୍ବନ କରିବା ସହ କେତେକ ପଦକ୍ଷେପ ଗ୍ରହଣ କରିଛନ୍ତି। ଭାରତ ମଧ୍ୟ ୨୧ ଦିନ ପାଇଁ ଲକ୍ ଡାଉନ୍ ଘୋଷଣା କରାଯାଇଛି। ଏହି ଭାଇରସ ଏବେ ୧୯୧ଟି ଦେଶକୁ…

କରୋନାରେ ଆଉ ଜଣେ ମହିଳାଙ୍କର  ମୃତ୍ୟୁ

ମୁମ୍ବାଇ, () ଆଜି ମୁମ୍ବାଇରେ କରୋନାରେ ଆଉ ଜଣେ ମହିଳାଙ୍କର  ମୃତ୍ୟୁ ହୋଇଛି । ଏହାସହ କରୋନାରେ ମୁମ୍ବାଇରେ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି ପାଇଛି । କରୋନାରେ ମୃତ୍ୟୁ ହୋଇଥିବା ମହିଳାଙ୍କର ବୟସ ୪୦ବର୍ଷ ବୋଲି ଜଣାପଡ଼ିଛି । ତାଙ୍କର ମୁମ୍ବାଇର ଏମସିଜିଏମ ମେଡ଼ିକାଲରେ ମୃତ୍ୟୁ ହୋଇଛି ।…

ଭାରତରେ ୨୪ ଘଣ୍ଟା ମଧ୍ୟରେ ୬ଜଣ କରୋନା ରୋଗୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ()କରୋନା ଭାଇରସ ଯୋଗୁଁ ଦେଶରେ ମୃତ୍ୟୁ ସଂଖ୍ୟା ୨୫କୁ ବୃଦ୍ଧି ପାଇଛି । ଏଥିରେ ଆକ୍ରାନ୍ତଙ୍କ ସଂଖ୍ୟା ୯୭୯କୁ ଛୁଇଁଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ଗତ ୨୪ ଘଣ୍ଟା ମଧ୍ୟରେ ୬ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । ୯୭୯ ଆକ୍ରାନ୍ତଙ୍କ ମଧ୍ୟରୁ…