Odia News Portal
Browsing Tag

coronavirus vaccine approved in UK

ଅକ୍ସଫୋର୍ଡ଼ ଭ୍ୟାକସିନକୁ ବ୍ରିଟେନର ଅନୁମତି

ନୂଆଦିଲ୍ଲୀ: ଚିନ୍ତା ବଢ଼ାଇଛି ବ୍ରିଟେନ ଷ୍ଟ୍ରେନ । ଲଣ୍ଡନ ଓ ଦକ୍ଷିଣ-ପୂର୍ବ ଇଂଲଣ୍ଡରେ ଚିହ୍ନଟ ହୋଇଥିବା କରୋନାର ନୂଆ ରୂପ କେବଳ ଇଂଲଣ୍ଡ ନୁହେଁ ପୂରା ବିଶ୍ୱବାସୀଙ୍କୁ ଚିନ୍ତାରେ ପକାଇଛି । ତେବେ ଚିନ୍ତା ମଧ୍ୟରେ ଟୀକା ଆଣିଦେଇଛି ଖୁସି ଖବର | ଅକ୍ସଫୋର୍ଡ ଦ୍ୱାରା ପ୍ରସ୍ତୁତ ଟୀକାକୁ