Odia News Portal
Browsing Tag

Cow critically injured after chewing bomb

ଗାଈ ପାଟିରେ ଫୁଟିଲା ବୋମା

ବ୍ରହ୍ମପୁର : ଗାଈ ପାଟିରେ ଫୁଟିଲା ବୋମା | ବାର୍‌ହା ଶିକାର ପାଇଁ ବିଲରେ ବୋମା ବିଛା ଯାଇଥିବା ବେଳେ ସେହି ବୋମାକୁ ବିଲରେ ଚରୁଥିବା ଗାଈ ଖାଇ ଦେଇଥିଲା । ଯାହା ଫଳରେ ବୋମାଟି ଗାଈ ପାଟିରେ ବିସ୍ଫୋରଣ ହୋଇଥିଲା । ସଦର ଥାନା କୁକୁଡ଼ାଖଣ୍ଡି କାଳୁଆ ରୋଡ ନିକଟ ଏକ ବିଲରେ ଏହି ଭଳି ଅଭାବନୀୟ…