Odia News Portal
Browsing Tag

crime news odisha

ନକ୍ସଲ ମୁକ୍ତ ନ ହେବା ଯାଏଁ ଶାନ୍ତିରେ ବସିବୁ ନାହିଁ

ବୁଧବାର ଦିନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ଯେପର୍ଯ୍ୟନ୍ତ ସମସ୍ତ ନକ୍ସଲ ଆତ୍ମସମର୍ପଣ କରିନାହାନ୍ତି କିମ୍ବା ଧରାପଡ଼ି ନାହାନ୍ତି ବା ନିପାତ ନହେବା ପର୍ଯ୍ୟନ୍ତ ମୋଦୀ ସରକାର ଶାନ୍ତିରେ ବସିବେ ନାହିଁ। ଛତିଶଗଡ଼ର କାରେଗୁଟ୍ଟା ପାହାଡ଼ରେ 'ଅପରେସନ୍ ବ୍ଲାକ୍ ଫରେଷ୍ଟ' ସଫଳତାର…

ଆଜି ସକାଳେ ୮ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି

ସୀମାନ୍ତ ତେଲେଙ୍ଗାନା ରାଜ୍ୟର ଭଦ୍ରାଦୀ କଥାଗୁଡୁମ ଜିଲ୍ଲା ପୁଲିସ ନିକଟରେ ଆଜି ସକାଳେ ୮ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଛତିଶଗଡର ବିଜାପୁର ଅଂଚଳର ୮ ଜଣ ମାଓବାଦୀ ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି।…

ନାବାଳିକାଙ୍କ ଅଶ୍ଳୀଳ ଫଟୋ ଭାଇରାଲ: ୭ ଯୁବକ ଗିରଫ ହୋଇ କୋର୍ଟ ଚାଲାଣ

ବରଗଡ଼ ଜିଲ୍ଲା ଭେଡେନ ଥାନା ଅନ୍ତର୍ଗତ ଜଣେ ନାବାଳିକାଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରିଥିବା ଅଭିଯୋଗରେ ୭ଜଣ ଯୁବକଙ୍କୁ ଭେଡେନ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସ ସୂଚନା ମୁତାବକ ନାବାଳିକାଙ୍କ ସହିତ ମୁଖ୍ୟ ଅଭିଯୁକ୍ତ ବସନ୍ତ ପଟେଲ(୨୪)ଙ୍କର ପ୍ରେମ ସମ୍ପର୍କ ଥିଲା ଏ…

ନାବାଳିକାଙ୍କୁ ବିବାହ କରି ନିର୍ଯାତନା ମାମଲା, ୪ ମାସର ଲୁଚକାଳି ଖେଳ ପରେ ଆନ୍ଧ୍ରରୁ ଧରାପଡ଼ିଲେ ପୁଲିସ ଏସଆଇ

ଦୀର୍ଘ ୪ ମାସର ଲୁଚକାଳି ଖେଳ ପରେ ଶେଷରେ ନାବାଳିକାଙ୍କୁ ବିବାହ କରିଥିବା ଅଭିଯୁକ୍ତ ନିଲମ୍ବିତ ପୁଲିସ ଏସଆଇ ଅମିତ ପାଢୀଙ୍କୁ ରାଜ୍ଯ ବାହାରୁ ଗିରଫ କରିଛି ପୁଲିସ। ଜାମିନ ବିହୀନ ଗିରଫ ପରୱାନା ଜାରି ହେବା ପରେ ଅମିତ ରାଜ୍ଯ ବାହାରକୁ ଖସି ପଳାଇଥିଲେ। ଜିଲ୍ଲା ପୁଲିସର ସ୍ପେସାଲ ସ୍କ୍ବାଡ୍…

ବାଂଲାଦେଶୀ ଅନୁପ୍ରବେଶକାରୀ ଚିହ୍ନଟ ଓ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗ: ହାଇକୋର୍ଟରେ ଜନସ୍ବାର୍ଥ ମାମଲା

ରାଜ୍ୟରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ପ୍ରସଙ୍ଗ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ଆଇନଜୀବୀ ଶିବଶଙ୍କର ମହାନ୍ତିଙ୍କ ତରଫରୁ ଦାୟର ଆବେଦନରେ ଉଲ୍ଲେଖ କରାଯାଇଛି ଯେ ଜାତୀୟ ସୁରକ୍ଷା ପ୍ରତି ବାଂଲାଦେଶୀ ଅନୁପ୍ରବେଶକାରୀ ବିପଦ। କିନ୍ତୁ ଆଇନ ଅନୁସାରେ ଉପଯୁକ୍ତ…

ପୁଣି ବିବାଦରେ ଆଉ ଜଣେ ବାବା

ମୁଣ୍ଡରେ ଚିତା ଚୈତନ୍ୟ ଦେହରେ ଗେରୁଆ ବସ୍ତ୍ର। ଲଣ୍ଡିତ ମସ୍ତକ, ବେକରେ ତୁଳସୀ ମାଲ। ଦେଖିବାକୁ ପୁରା ସାଧୁ ସନ୍ୟାସୀ କିନ୍ତୁ କାମ ବାବାଙ୍କୁ ଦେଖିଲା ମାତ୍ରେ ମୁଣ୍ଡିଆ ପକାନ୍ତି ଭକ୍ତ। ସଂସାରର ମୋହ ମାୟା, କାମନା ବାସନାକୁ ପର କରି ହୋଇଥିଲେ ବାବା। ଲୋକଙ୍କୁ ସତକର୍ମ କରିବାକୁ ପ୍ରବଚନ…

ବାଲିପାଟଣାରେ ପୋଡ଼ି ଘଟଣାରେ ବାପା  ସୁରେନ୍ଦ୍ର ନାଥ ମଠିଆ, ସାବତ ମାଆ ପ୍ରଭାତୀ ମଠିଆ ଓ ସାନ ଭାଇ ପ୍ରଶାନ୍ତ ମଠିଆଙ୍କୁ…

ବାଲିପାଟଣାରେ ପୋଡ଼ି ହୋଇଥିବା ଗୁରୁତର ଯୁବକଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟଣାରେ ବାପା  ସୁରେନ୍ଦ୍ର ନାଥ ମଠିଆ, ସାବତ ମାଆ ପ୍ରଭାତୀ ମଠିଆ ଓ ସାନ ଭାଇ ପ୍ରଶାନ୍ତ ମଠିଆଙ୍କୁ ଗିରଫ କରିଛି ପୁଲିସ। ହତ୍ୟା ମାମଲା ରୁଜୁ କରି ଗିରଫ ଦର୍ଶାଇଛି ପୁଲିସ। ଏନେଇ ସୂଚନା ଦେଇଛନ୍ତି…

କେବେ ଅପରାଧୀଙ୍କୁ  ଧରୁଥିଲେ ଏବେ ନିଜେ ଫସିଗଲେ

ଅସ୍ତରଙ୍ଗ(ବିପିନ ବିହାରୀ ଦାସ ):ପୁରୀଜିଲ୍ଲା ଅସ୍ତରଙ୍ଗ ଥାନା ଅଧିକାରୀ ରାଜେଶ ବଳିୟାରସିଂ ଏକ ମାମଲାରେ ନିଲମ୍ବିତ ହୋଇଛନ୍ତି। ରାଜ୍ୟ ପୁଲିସ ନିର୍ଦ୍ଦେଶକ ତାଙ୍କୁ ନିଲମ୍ବନ କରିଛନ୍ତି। ତାଙ୍କ ନାମରେ ଅଭିଯୋଗ ଉଠୁଥିବା ଘଟଣାକୁ ନେଇ ଚର୍ଚ୍ଚା ବଢୁଥିଲା ବେଳେ ଖାକିବର୍ଦ୍ଦିରେ…

ଜଣେ ପ୍ରଫେସର ଓ ଜଣେ ଆସୋସିଏଟ୍ ପ୍ରଫେସର ଭିସୁଟ୍‌ରୁ ନିଲମ୍ବିତ

ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (VSSUT)ରେ ଗୋଟିଏ ଦିନରେ ଜଣେ ପ୍ରଫେସର ଓ ଜଣେ ଆସୋସିଏଟ୍ ପ୍ରଫେସରଙ୍କୁ ନିଲମ୍ବନ କରାଯାଇଛି। ଦୁଇଟି ପୃଥକ ଘଟଣାରେ ଜଣେ ମହିଳା ସହକର୍ମୀ ଓ ଜଣେ ପିଏଚଡି ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗର ତଦନ୍ତ କରି ବିଶ୍ୱବିଦ୍ୟାଳୟ ପରିଚାଳନା ପରିଷଦ…

ସିଡିଏମ୍‌ଓ କାର୍ଯ୍ୟାଳୟର କିରାଣିଙ୍କ ଚାମ୍ବରରୁ ୫ ଲକ୍ଷ ଟଙ୍କା ଜବତ

ସରକାରୀ କର୍ମଚାରୀଙ୍କ ପଛରେ ଦୁର୍ନୀତିର ଦାଗ ହଟୁନାହିଁ। ସରକାରୀ କର୍ମଚାରୀଙ୍କୁ ରାଜ୍ୟ ସରକାର ଭଲ ଦରମା ଦେଉଥିବା ବେଳେ ତଥାପି ଏମାନଙ୍କର ଲୋଭ କମ ନୁହେଁ। କୌଣସି କାମରେ ହାତ ମାରିଲେ ଲାଞ୍ଚ ମାଗିଥାନ୍ତି। ପ୍ରତ୍ୟେକ କ୍ଷେତ୍ରରେ ଦୁର୍ନୀତି ଓ ଲାଞ୍ଚ କାରବାର ହେଉଛି। ଏହି କ୍ରମରେ…