Sign in
Sign in
Recover your password.
A password will be e-mailed to you.
Browsing Tag
crime news odisha
ଓଡିଶାବାସୀଙ୍କ ବଳିଦାନକୁ ନବୀନଙ୍କ ପ୍ରଶଂସା
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବକ୍ତବ୍ୟ । ଆଉ ଲକଡାଉନ ସ୍ଥିତିକୁ ଫେରିବାନି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବାକୁ ସମସ୍ତେ ଚେଷ୍ଟା କରିବା ଉଚିତ,ସଂକ୍ରମଣ ନେଇ ସତର୍କ ହେବା ଦରକାର । କୋଭିଡ!-->…
ହେମନ୍ତ ନଗରଲେଙ୍କୁ ମୁମ୍ବାଇ ପୋଲିସ କମିଶନର ନିଯୁକ୍ତି
ପଦରୁ ହଟିଲେ ପୂର୍ବତନ ପୋଲିସ କମିଶନର ପରମବୀର ସିଂ
ବକେୟା ସବସିଡି ଅର୍ଥ ଓ ଚାଉଳ ଉଠାଣ ଚିନ୍ତା
ଭୁବନେଶ୍ୱର,୧୭ା୩(ନି.ପ୍ର.): କେନ୍ଦ୍ରରୁ ଧାନକିଣା ବାବଦରେ ପାଇବାକୁଥିବା ପ୍ରଭିଜନାଲ ଓ ଅଗ୍ରୀମ ସବ୍ସିଡି ଅର୍ଥ ଠିକ୍ ସମୟରେ ମିଳୁ ନଥିବାରୁ ରାଜ୍ୟରେ ଧାନ ସଂଗ୍ରହ କରୁଥିବା ଓଡ଼ିଶା ରାଜ୍ୟ ଯୋଗାଣ ନିଗମ ଘୋର ଅ ।ର୍ଥିକ ସଙ୍କଟରେ ସମ୍ମୁଖୀନ ହୋଇଛି । ଅଦ୍ୟାବଧି ଯୋଗାଣ ନିଗମକୁ ଧାନ!-->…
୧୧୪ ପୌରାଞ୍ଚଳରେ ପହଞ୍ଚିବ ବିଶୁଦ୍ଧ ପାଣି
ଡିସେମ୍ବର ସୁଦ୍ଧା ପ୍ରତି ଘରେ ବିଶୁଦ୍ଧ ପାନୀୟ ଜଳ
୩ରେ ଓଡ଼ିଶା ଆସିବେ ଉପରାଷ୍ଟ୍ରପତି
ଭୁବନେଶ୍ୱର : ଏପ୍ରିଲ୍ ୨ ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ । ଉତ୍କଳ ବିଶ୍ୱବିଦ୍ୟାଳୟର ଦୀକ୍ଷାନ୍ତ ସମାରୋହରେ ଉପରାଷ୍ଟ୍ରପତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହି ଉତ୍ସବରେ ପ୍ରାୟ ୧୮୦ ଜଣ ଛାତ୍ରୀଛାତ୍ରୀଙ୍କୁ ପିଏଚଡି ଏବଂ ଡିଏଲ୍ଇଟ୍ ପ୍ରଦାନ!-->…
ଟିକାର ଶୂନ ଅପଚୟ ପ୍ରଧାନମନ୍ତ୍ରୀଙ୍କ ଫୋକସ୍
ଟେଷ୍ଟିଂ, ଟ୍ରାକିଂ ଓ ଟ୍ରିଟମେଣ୍ଟ ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱ