Odia News Portal
Browsing Tag

crime news odisha

ମିଠା କଥାକହି ଫସାଉଥିଲେ,ନିଜେ ଫସି ଗଲେ

ଭଦ୍ରକ : ସ୍ୱାମୀକୁ ଜେଲରୁ ବେଲ୍‌ରେ ବାହାର କରିଦେବାକୁ କହି ଅଭିଯୁକ୍ତ ସ୍ତ୍ରୀ ସହିତ ମିଠାଳିଆ କଥା ହେଉଥିଲେ ପୁଲିସ ବାବୁ | ତୁମ ସ୍ବାମୀ ଜେଲରୁ ବାହାରିବେ, ଆମେ ଆଜିଠୁ ଭାଇଭଉଣୀ , ଏଭଳି ମନଲୋଭା କଥା କହି ଅଭିଯୁକ୍ତର ସ୍ତ୍ରୀ ସହିତ ସଂପର୍କ ବାନ୍ଧିବାକୁ ଚେଷ୍ଟା କରୁଥିଲେ ପୁଲିସ ବାବୁ ।

ଗୁଜୁରାଟର ୪ ସହରରେ ନାଇଟ୍ କର୍ଫ୍ୟୁ

ଅହମଦାବାଦ: ଦେଶରେ କରୋନା ସଂକ୍ରମଣ ବଢ଼ି ଚାଲିଛି। ଦୈନିକ ସଂକ୍ରମଣ ୨୦ ହଜାର ଟପୁଛି ।ତେବେ ଏହାକୁ ଦୃଷ୍ଟିରେ ରଖି ୪ଟି ସହରରେ ନାଇଟ୍ କର୍ଫ୍ୟୁ ଲାଗୁ ହୋଇଛି। କରୋନା ସଂକ୍ରମଣ ବଢ଼ିବା ପରେ ଗୁଜରାଟ ସରକାରଙ୍କ ପକ୍ଷରୁ ଏହି କଡ଼ା ପଦକ୍ଷେପ ନିଆଯାଇଛି। ଅହମ୍ମଦାବାଦ, ବଡ଼ୋଦରା, ସୁରତ ଏବଂ