Odia News Portal
Browsing Tag

crime news odisha

୩୭ ବର୍ଷ ପରେ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ଜାମିନ ବିହୀନ ଗିରଫ ପରଓ୍ୱାନାର ୩୭ ବର୍ଷ ପରେ ଅଭିଯୁକ୍ତ ଗିରଫ ହୋଇଛି। ପୋଲିସର ସ୍ୱତନ୍ତ୍ର ଡ୍ରାଇଭ ବେଳେ ଅଭିଯୁକ୍ତ ଅକ୍ଷୟ ଜେନାକୁ ଧରିଛି କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ପୋଲିସ। ଏକ ଡକାୟତି ମାମଲାରେ ଅଭିଯୁକ୍ତ ଫେରାର ଥିଲା। …

ପୋଲିସକୁ ସଫଳତା ଲକ୍ଷାଧିକ ଟଙ୍କାର ଅଫିମ ଗଛ ନଷ୍ଟ

ପାଳଲହଡା : ଅନୁଗୋଳ ଜିଲ୍ଲା ପାଳଲହଡା ବ୍ଲକ ଅନ୍ତର୍ଗତ ନଗିରା ପଞ୍ଚାୟତ ର ଶିବିଡା ନିକଟସ୍ଥ ଏକ ପାହାଡିଆ ଅଞ୍ଚଳରେ ଗତକାଲି ଲକ୍ଷାଧିକ ଟଙ୍କାର ଅଫିମ ଗଛ ସବୁକୁ ପୋଲିସ ଠାବ କରି ତାକୁ ପୋଡ଼ି ନଷ୍ଟ କରି ଦେଇଛନ୍ତି । ଖବର ରୁ ଜଣାଯାଏ ପାଳଲହଡା ର ଉକ୍ତ ପାଉଡି ଭୂୟାଁ ଅଞ୍ଚଳ ଗୁଡିକ ଘଞ୍ଚ…

ମହାରଥୀଙ୍କ ପରିବାରରୁ ଜଣକୁ ଟିକେଟ ମିଳୁ: ମନ୍ତ୍ରୀ

ମହାରଥୀଙ୍କ ପରିବାରରୁ କାହାରିକୁ ପ୍ରାର୍ଥୀ କରିବା ପାଇଁ କହିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, “ମହାରଥୀଙ୍କ ଅବଦାନ ତଥା ତାଙ୍କ ଅନୁପସ୍ଥିତିକୁ ଅନୁଭବ କରୁଛନ୍ତି ପିପିଲି ନିର୍ବାଚନମଣ୍ଡଳୀ ଲୋକେ । ପିପିଲି ଭୋଟର ମହାରଥୀଙ୍କ ପରିବାରକୁ…

ବିଧାନସଭା ଆତ୍ମହତ୍ୟା ପ୍ରସଙ୍ଗରେ ଶାସକ-ବିରୋଧୀ ମୁହାଁମୁହିଁ

ଭୁବନେଶ୍ୱର: ମନ୍ତ୍ରୀମାନେ ଭୁଲ ନ ମାଗିବା ପର୍ଯ୍ୟନ୍ତ ବିଧାନସଭା ଚଲାଇଦେବୁନି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି । ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନର ଦ୍ୱିତୀୟ ଦିନରେ ଗୃହରେ ଆଜି ଶାସକ-ବିରୋଧୀ ମୁହାଁମୁହିଁ ହୋଇଥିଲେ । ଗୃହ ଭିତରେ ଆତ୍ମହତ୍ୟା ଧମକ ଦେଇଥିବା ବିଜେପି…

ନୀତି ଆୟୋଗ ତାଲିକାରେ ଗଜପତି ଶ୍ରେଷ୍ଠ

ଭୁବନେଶ୍ୱର: ନବୀନ ସରକାରଙ୍କ କାର୍ଯ୍ୟକୁ ପୁଣି ଜାତୀୟ ସ୍ତରରେ ସ୍ୱୀକୃତି । କେନ୍ଦ୍ର ସରକାରଙ୍କ ନୀତି ଆୟୋଗ ଦ୍ୱାରା ଉନ୍ନତ ଭିତ୍ତିଭୂମି ମାନ୍ୟତା ତାଲିକାରେ ପ୍ରଥମ ତିନିଟି ସ୍ଥାନରେ ରହିଛନ୍ତି ଓଡିଶାର ତିନିଟି ଜିଲ୍ଲା । ନୀତି ଆୟୋଗ ତାଲିକାରେ ଦେଶର ଶ୍ରେଷ୍ଠ ୫ଟି ଜିଲ୍ଲା ମଧ୍ୟରେ…

ସମ୍‌ ହସ୍ପିଟାଲ୍‌ରେ ଆଇଡି-ନାଟ୍ ମେସିନ୍‌ର ଶୁଭାରମ୍ଭ

ଭୁବନେଶ୍ୱର: ଓଡ଼ିଶାର ପ୍ରଥମ ସ୍ୱାସ୍ଥ୍ୟ ଅନୁଷ୍ଠାନ ଭାବେ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍‌ସେସ୍‌ ଆଣ୍ଡ ସମ୍‌ ହସ୍ପିଟାଲ୍‌ର ପୋଷ୍ଟ ଗ୍ରାଜୁଏଟ୍‌ ଡିପାର୍ଟମେଣ୍ଟ୍‌ ଅଫ୍‌ ଟ୍ରାନ୍ସଫ୍ୟୁଜନ୍‌ ମେଡିସିନ୍‌ରେ ସୁରକ୍ଷିତ ରକ୍ତ ଅର୍ନ୍ତକ୍ଷେପଣ ନିମନ୍ତେ ଆଇଡି-ନାଟ୍‌ ବ୍ଲଡ୍‌…

ସ୍ୱାଭାବିକ ହେବ ଟ୍ରେନ୍ ଚଳାଚଳ ବ୍ୟବସ୍ଥା

ଭୁବନେଶ୍ୱର: ରାଜ୍ୟରେ କୋଭିଡ୍ ପରିସ୍ଥିତିରେ ସୁଧାର ଆସିଲେ ସ୍ୱାଭାବିକ ହୋଇପାରେ ଟ୍ରେନ୍ ଚଳାଚଳ ବ୍ୟବସ୍ଥା । ଏପ୍ରିଲ ସୁଦ୍ଧା ଓଡିଶାରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହେବା ନେଇ ସୂଚନା ଦେଲେ ଇଷ୍ଟକୋଷ୍ଟ ରେଲୱେର ମୁଖ୍ୟ ଲୋକସଂପର୍କ ଅଧିକାରୀ କୌଶଳେନ୍ଦ୍ର କିଶୋର ଖାଡଙ୍ଗା । ଗତ କିଛି ଦିନ…

ବିଜେପି ବିଧାୟକଙ୍କ ସାନିଟାଇଜର ପିଇବାକୁ ଉଦ୍ୟମ

ଭୁବନେଶ୍ୱର: ବିଧାନସଭା ଗୃହରେ ବିଧାୟକଙ୍କ ସାନିଟାଇଜର ପିଇବାକୁ ଉଦ୍ୟମ | ମଣ୍ଡି ସମସ୍ୟା ନେଇ ବିଧାନସଭା ଗୃହରେ ବିଧାୟକଙ୍କ ସାନିଟାଇଜର ପିଇବାକୁ ଉଦ୍ୟମ | ସାନିଟାଇଜର ପିଇବାକୁ ଉଦ୍ୟମ କରଛନ୍ତି ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ | ସାନିଟାଇଜର ପିଇବାକୁ ଉଦ୍ୟମ ବେଳେ ଛଡ଼ାଇଲେ ଅନ୍ୟ…