Sign in
Sign in
Recover your password.
A password will be e-mailed to you.
Browsing Tag
crime news odisha
ନୂଆ ଦାୟିତ୍ୱ ସମ୍ଭାଳିଲେ ସୌମେନ୍ଦ୍ର ପ୍ରିୟଦର୍ଶୀ
ଭୁବନେଶ୍ୱର: ନୂଆ ପୋଲିସ କମିଶନର ଭାବେ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ଦାୟିତ୍ୱ ଗ୍ରହଣ । ମଙ୍ଗଳବାର ଭୁବନେଶ୍ଵର ପୋଲିସ କମିଶନରେଟ୍ ପୋଲିସ କାର୍ଯ୍ୟାଳୟରେ ୧୯୯୫ ଆଇପିଏସ୍ ବ୍ୟାଚର ଏହି ଅଫିସର ଦାୟିତ୍ଵ ଗ୍ରହଣ କରିଛନ୍ତି। ଏହି ଅବସରରେ ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଛି।
ଦାୟିତ୍ୱ ଗ୍ରହଣ!-->!-->!-->…
କାଳିଆପାଣିରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ୪ ଗିରଫ
ଯାଜପୁର: ଯାଜପୁର ଜିଲ୍ଲା କାଳିଆପାଣି ଅଞ୍ଚଳରେ ଲଜ୍ୟା । ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ଶିକ୍ଷାବୃତ୍ତି ନେବାକୁ ଆସିଥିବା ଜଣେ ନାବାଳିକା ଛାତ୍ରୀଙ୍କୁ ଚାରିଜଣ ଯୁବକ ଗଣଦୁଷ୍କର୍ମ କରିଥିବାର ସାଙ୍ଘାତିକ ଅଭିଯୋଗ ସାମ୍ନାକୁ ଆସିଛି । ଘଟଣାରେ କାଳିଆପାଣି ପୋଲିସ ୪!-->…
ଜାଗରରେ ଭକ୍ତଙ୍କ ପାଇଁ କଟକଣା ଜାରି
ସମସ୍ତ ଜିଲ୍ଳାପାଳ ଓ ମ୍ୟୁନିସପାଲ କମିଶନରଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ଏସଆରସି
ଇଷ୍ଟର୍ଣ୍ଣ ରେଳ ଭବନରେ ଅଗ୍ନିକାଣ୍ଡ,୯ ମୃତ
କୋଲକାତା: କୋଲକାତାର ଷ୍ଟାଣ୍ଡ ରୋଡ ସ୍ଥିତ ରେଳ ଭବନରେ ହୋଇଛି ଭୟଙ୍କର ଅଗ୍ନିକାଣ୍ଡ ।ତେବେ ଏହି ଅଗ୍ନିକାଣ୍ଡରେ ବର୍ତ୍ତମାନ ସୁଦ୍ଧା ୯ ଜଣଙ୍କ ଜୀବନ ଯାଇଛି । ମୃତକଙ୍କ ମଧ୍ୟରେ ଅଛନ୍ତି ୪ ଜଣ ଅଗ୍ନିଶମ କର୍ମଚାରୀ, ୨ ଜଣ ଆରପିଏଫ୍ କର୍ମଚାରୀ, ଜଣେ ଏଏସ୍ଆଇ ରହିଛନ୍ତି ।ତେବେ ଘଟଣାରେ ମୃତକଙ୍କ!-->…
ଆଜି ଦାୟିତ୍ୱ ନେବେ ଟୁଇନ୍ ସିଟି ପୋଲିସ କମିଶନର
ଭୁବନେଶ୍ୱର: ଆଜି ଟୁଇନ୍ ସିଟିର ନୂଆ ପୁଲିସ କମିଶନର ଭାବେ ଦାୟିତ୍ୱ ନେବେ ସୌମେନ୍ଦ୍ର ପ୍ରିୟଦର୍ଶୀ। କ୍ରାଇମବ୍ରାଞ୍ଚର ଏଡିଜି ଥିବା ୧୯୯୫ ବ୍ୟାଚର ଆଇପିଏସ ଅଫିସର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ରାଜ୍ୟ ସରକାର ଗତକାଲି କଟକ-ଭୁବନେଶ୍ୱର କମିଶନରେଟ୍ ପୁଲିସର ନୂଆ କମିଶନର ଭାବେ ନିଯୁକ୍ତି!-->…
ଆଜିଠୁ ପୋଲିସ-ସେବାୟତଙ୍କ କୋଭିଡ଼ ଟେଷ୍ଟ
ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିର ଜାଗର ଯାତ୍ରା ପାଇଁ ପ୍ରଶାସନର ପ୍ରସ୍ତୁତି । ସେବା କାର୍ଯ୍ୟରେ ନିୟୋଜିତ ହେବାକୁ ଥିବା ସେବାୟତ, ଫୁଲ ଦୋକୋନା, ବଡୁ ସେବକ, ପୋଲିସ କର୍ମଚାରୀ ସମସ୍ତଙ୍କର କୋଭିଡ଼ ଟେଷ୍ଟ କରାଯିବ । ସେହିଭଳି ଆସନ୍ତାକାଲି ପରିବର୍ତ୍ତେ ଆଜିଠାରୁ ସମସ୍ତଙ୍କର କୋଭିଡ ଟେଷ୍ଟ!-->…
ଲୁଟେରାଙ୍କୁ ରୋକିବ ‘ସ୍ପେଶାଲ-୨୬’
ଭୁବନେଶ୍ୱର: ଭୁବନେଶ୍ୱରରେ ଲୁଟ୍ ଓ ଚୋରିର ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି କମିଶନ ପୋଲିସ ଓଡିଶା ରାଜଧାନୀର ପ୍ରତ୍ୟେକ ପୋଲିସ ଷ୍ଟେସନରେ ଏକ ‘ସ୍ପେଶାଲ-୨୬’ ଟିମ୍ ନିୟୋଜିତ କରିବାକୁ ନିଷ୍ପତ୍ତି ନେଇଛି। ଏନେଇ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ଆଜି ସୂଚନା ଦେଇଛନ୍ତି, ଯେ ସହରର!-->…