Odia News Portal
Browsing Tag

crime news odisha

କାହିଁକି ଗେଷ୍ଟ ହାଉସ ଯାଇଥିଲେ ଝରାଫୁଲ ?

ଭୁବନେଶ୍ୱର: ଝରାଫୁଲ ହତ୍ୟା ରହସ୍ୟ ଉପରୁ ପରଦା ହଟିଛି । ପୁଲିସ ଛାନଭିନ୍ନ ଚଳାଇଥିବା ବେଳେ ନୁଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି ।ତେବେ ପୋଲିସ ଛାନଭିନରେ ସାମ୍ନାକୁ ଆସିଛି ଭୁବନେଶ୍ୱର ଧର୍ମବିହାରରେ ଥିବା ଓୟୋ ଶିବଶକ୍ତି ଗେଷ୍ଟ ହାଉସର ସିସିଟିଭି ଫୁଟେଜ । ଗତ ୨୬ ତାରିଖରେ ରାତିରେ

ଦେବରାଜ ହତ୍ୟା ଘଟଣାରେ ୫ ଗିରଫ

ବ୍ରହ୍ମପୁର: ପୂର୍ବତନ ବ୍ଲକ ଅଧକ୍ଷଙ୍କ ଦେବରାଜ ସାହୁ ହତ୍ୟା ଘଟଣାର ପର୍ଦ୍ଦାଫାସ | ପ୍ରେସମିଟ୍ ଜରିଆରେ ଘଟଣାର ପର୍ଦ୍ଦାଫାସ କରିଛନ୍ତି ଦକ୍ଷିଣାଞ୍ଚଳ ଡିଆଇଜି |ହତ୍ୟା ଘଟଣାରେ ସମ୍ପୃକ୍ତ ୫ ଜଣଙ୍କୁ ଗିରଫ କଲା ପୋଲିସ | ଏହି ଘଟଣାରେ ପୋଲିସ ୬୨ଟି ଗୁଳି,୩ ମାଉଜର ଏବଂ ୫ ମାଗାଜିନ ଜବତ କରିଛି

କ୍ରାଇମବ୍ରାଞ୍ଚ ଉପରେ ବିରକ୍ତ ହେଲେ ହାଇକୋର୍ଟ

ଭୁବନେଶ୍ୱର: ମାନବପ୍ରେମୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ଉପରେ ବିରକ୍ତି ପ୍ରକାଶ କରିଛନ୍ତି ହାଇକୋର୍ଟ । ଆଜି ଏହି ମାମଲାରେ ଶୁଣାଣି ଚାଲିଥିବା ବେଳେ କୋର୍ଟଙ୍କ କଡ଼ା ଆଭିମୁଖ୍ୟ ଦେଖିବାକୁ ମିଳିଛି । ସୂଚନାନୁଯାୟୀ, ମାନ୍ୟବର କୋର୍ଟ ବିରକ୍ତ ହେବାର କାରଣ ଏହିକି

ଗୁଳିକରି ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କୁ ହତ୍ୟା

ଗଞ୍ଜାମ: ଗୁଳି ମାଡ଼ରେ ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ମୃତ୍ୟୁ | ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ସୁମଣ୍ଡଳ ଗାଁରେ ଗୁଳିକାଣ୍ଡ | ବେଗୁନିଆପଡା ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦେବରାଜ ସାହୁଙ୍କୁ ଗୁଳିକରି ନିର୍ମମ ହତ୍ୟା | ଗୁଳିକାଣ୍ଡ କରି ଘଟଣା ସ୍ଥଳରୁ ଦୁର୍ବୁତ୍ତ ଫେରାର |ତେବେ ସକାଳୁ

ଡବଲ୍ ମର୍ଡର: ସପ୍ତମ ଅଭିଯୁକ୍ତ ଗିରଫ

କଟକ : ମାହାଙ୍ଗା ଡବଲ୍ ମର୍ଡର ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ । ଡବଲ୍ ମର୍ଡର ଘଟଣାରେ ସପ୍ତମ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଯାହାକୁ ମିଶାଇ ମୋଟ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୭କୁ ବୃଦ୍ଧି ପାଇଛି । ତେବେ ଆଉ ଜଣଙ୍କ ଗିରଫଦାରୀ ନେଇ କଟକ ଗ୍ରାମାଞ୍ଚଳ ପୋଲିସ ସୂଚନା ଦେଇଛି | ଗତକାଲି

ଡି-ବ୍ରଦର୍ସଙ୍କ ଘରୁ ପୁଣି ବନ୍ଧୁକ ଓ ଗୁଳି ଜବତ

ଡି-ବ୍ରଦର୍ସଙ୍କ ଘରୁ ପୁଣି ମିଳିଲା ବନ୍ଧୁକ ଓ ଗୁଳି। ଆଜି କମିଶନରେଟ୍‌ ପୁଲିସ ଚଢ଼ଉ କରି ୩ଟି ବନ୍ଧୁକ ଓ ୧୭୦ ରାଉଣ୍ଡ ଗୁଳି ଜବତ କରିଛି। ଏ ନେଇ ସୂଚନା ଦେଇଛନ୍ତି ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ। ଡି ବ୍ରଦର୍ସଙ୍କୁ ୩ ଦିନିଆ ରିମାଣ୍ଡରେ ଆଣି ଘର ଯାଞ୍ଚ କରୁଛି ପୁଲିସ ।ପୂର୍ବରୁ

ସ୍ୱାମୀ ସ୍ତ୍ରୀ ସମ୍ପର୍କରେ ରକ୍ତର ଛିଟା: ହେମଦସ୍ତାରେ ସ୍ୱାମୀ ମୁଣ୍ଡକୁ ଛେଚି ହତ୍ୟା କଲା ସ୍ତ୍ରୀ

ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ଅନ୍ତର୍ଗତ ବନମାଳୀପୁର ଗାଁରେ ଘଟିଛି ଏକ ଚାଞ୍ଚଲ୍ୟକର ଘଟଣା । ସ୍ୱାମୀ ସ୍ତ୍ରୀ ସମ୍ପର୍କରେ ଲାଗିଛି ରକ୍ତର ଛିଟା | ସ୍ୱାମୀ ସ୍ତ୍ରୀ ମଧ୍ୟରେ ଥିବା କଳହ ଶେଷରେ ନେଲା ଭୟଙ୍କର ରୂପ। ହେମଦସ୍ତାରେ ସ୍ୱାମୀ ମୁଣ୍ଡକୁ ଛେଚି ହତ୍ୟା କଲା ସ୍ତ୍ରୀ। କେବଳ

ଏସଆଇଟି ହାତରେ ଲାଗିଲା ବଡ଼ ପ୍ରମାଣ,ପୋଖରୀରୁ ମିଳିଲା ପରୀର ଲେଗିନ୍ସ

ପୋଖରୀରୁ ମିଳିଲା ପରୀର ଲେଗିନ୍ସ । ନୟାଗଡ଼ ଯଦୁପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଗାଁ ପୋଖରୀରୁ ମିଳିଲା ପରୀର ଲେଗିନ୍ସ । ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ୍ ଟିମ୍ ପୋଖରୀ ଶୁଖାଇବା ପରେ ଏସଆଇଟି ହାତରେ ଲାଗିଥିଲା ଏହି ପ୍ରମାଣ । ମିଳିଥିବା ଲେଗିନ୍ସକୁ ଜବତ କରିବା ସହ ନିଜ