ହଂସପାଳ-ପୁରୀ ମୁଖ୍ୟ କେନାଲରୁ ଉଦ୍ଧାର ହେଲା ୧୨ ଫୁଟିଆ ଥଣ୍ଟିଆ କୁମ୍ଭୀର
ହଂସପାଳ-ପୁରୀ ମୁଖ୍ୟ କେନାଲରୁ ଧରା ହେଲା ଥଣ୍ଟିଆ କୁମ୍ଭୀର । କେନାଲରେ ଆତଙ୍କ କରୁଥିବା ଏକ ୧୨ ଫୁଟର ଥଣ୍ଟିଆ କୁମ୍ଭୀରକୁ ବନ ବିଭାଗ ଜାଲରେ ପକାଇ ଉଦ୍ଧାର କରିଛି । ଗତ ମାସରେ ନନ୍ଦନକାନନରୁ ତିନୋଟି ଥଣ୍ଟିଆ କୁମ୍ଭୀର ଦେହରେ ରେଡିଓ ଟ୍ରାନ୍ସମିଟର ଲଗାଇ ସାତକୋଷିଆରେ!-->…
