ସିଲଭର ସିଟିରେ ଶବ୍ଦ ପ୍ରଦୂଷଣ ରୋକିବାକୁ ପୋଲିସର ପଦକ୍ଷେପ
ଭୁବନେଶ୍ବର ପରେ କଟକରେ ସାଇଲେନ୍ସର୍ ବିକ୍ରି ଉପରେ ଲାଗିଲା ରୋକ । ଏଥିପାଇଁ କଟକର ବିଭିନ୍ନ ସାଇଲେନ୍ସର୍ ବିକ୍ରି ଦୋକାନରେ ଚଢାଉ ହୋଇଛି । ଏହାସହ ସାଇଲେନ୍ସର୍ ଲାଗିଥିବା ଗାଡିର ଯାଞ୍ଚ କରିଛି ଟ୍ରାଫିକ ପୋଲିସ । ୬୨ଟି ସାଇଲେନ୍ସର ସହ ୨୦ଟି ସାଇଲେନ୍ସର ଲଗା ବୁଲେଟ ଜବତ ହୋଇଛି ।
ଶବ୍ଦ!-->!-->!-->…
