ଦୟାନଦୀରେ ବୁଡ଼ିଗଲେ ଦୁଇଛାତ୍ର
ପବିତ୍ର ଜନ୍ମାଷ୍ଟମୀ ଦିନ ଧଉଳି ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଧଉଳି ଥାନା ଅଧୀନ ନାଥପୁର ଜାଡ଼ମଲ୍ଲୀ ପୀଠ ନିକଟ ଦୟାନଦୀରେ ଗାଧୋଇବାକୁ ଆସି ଦୁଇଛାତ୍ରଙ୍କ ମୃତ୍ୟୁ ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ମୃତ ଛାତ୍ରଦ୍ବୟଙ୍କ ମଧ୍ୟରୁ ଜଣେ ହେଲେ ଏୟାରଫିଲ୍ଡ ଥାନା…