Odia News Portal
Browsing Tag

dayaben

ସରଳ ଦୟାବେନଙ୍କ ବୋଲ୍ଡ ଭିଡ଼ିଓ ଭାଇରାଲ

ମୁମ୍ବାଇ: ସୋନି ସବରେ ପ୍ରସାରିତ ହେଉଥିବା କମେଡ଼ି ସିରିଏଲ ଉଲଟା ଚଷମାର ଦୟାବେନଙ୍କ ସରଳ ପଣିଆଁ ସମସ୍ତଙ୍କ ବେଶ ଭଲ ଭାବରେ ଜଣା । ସିରିଏଲରେ ବେଶ ସରଳ ଭୂମିକାରେ ଅଭିନୟ କରି ଘରେ ଘରେ ପରିଚିତ ଏହି ଅଭିନେତ୍ରୀ । ତେବେ କିଛିଦିନ ହେବ ଏହି ସିରିଏଲରେ ନଜର ଆସୁ ନଥିବା ଦୟାବେନଙ୍କୁ ର୍ଦାକେ…