ପୁଅକୁ ନ୍ୟାୟ ଦେବା ପାଇଁ ଡିସିପି ଅଫିସରେ ପରିବାର
ଯୁବ ବ୍ୟବସାୟୀ ସୌମ୍ୟ ରଞ୍ଜନ ପାଣିଗ୍ରାହୀ ଆତ୍ମହତ୍ୟା ମାମଲା । ଡିସିପି ଅଫିସରେ ପହଞ୍ଚିଲେ ମୃତ ସୌମ୍ୟଙ୍କ ପରିବାର । ପୁଅକୁ ନ୍ୟାୟ ଦାବିରେ ଡିସିପିଙ୍କ ଅଫିସରେ ଫେରାଦ ହୋଇଛନ୍ତି ସୌମ୍ୟଙ୍କ ମା , ଭଉଣୀ ଓ ପରିବାର ଲୋକ । ସୌମ୍ୟ ଭଲ ପାଉଥିବା ଯୁବତୀ ସୋନାଲି ନନ୍ଦ ଓ ତାଙ୍କ ମାଙ୍କୁ!-->…
