ବ୍ରାହ୍ମଣୀ ନଦୀରୁ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ
					ଦେବଗଡ:  ଦେବଗଡ ଜିଲ୍ଲା ବାରକୋଟ ଥାନା  ଅନ୍ତର୍ଗତ ବ୍ରାହ୍ମଣୀ ନଦୀରୁ ଜଣେ ଯୁବକଙ୍କ ଗଳିତ  ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଜଣଙ୍କ ହେଲେ ସୁନ୍ଦରଗଡ ଜିଲ୍ଲା ଚାନ୍ଦିପୋଷ ଥାନା ଅନ୍ତର୍ଗତ ଲୁଧୁଣୀ ଗ୍ରାମର ଚକ୍ର ମୁଣ୍ଡାଙ୍କ ପୁଅ ସୁଶାନ୍ତ ମୁଣ୍ଡା। ସୁଶାନ୍ତ ଗତ ୨୩ ତାରିଖଠାରୁ ନଦୀକୁ!-->…				
						
						
			