ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ନିର୍ବାଚନରେ ଏବିଭିପିର ବାଜିମାତ
ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ ନିର୍ବାଚନରେ ଆରଏସଏସ ସହ ଜଡିତ ଏବିଭିପି ବା ଏବିଭିପି ବିପୁଳ ବିଜୟ ହାସଲ କରିଛି। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP) ସଭାପତି ପଦ ସମେତ ତିନୋଟି ଆସନ ଦଖଲ କରିଛି। ଆଜି ଘୋଷଣା ହୋଇଥିବା ଫଳାଫଳରେ, କଂଗ୍ରେସର ନ୍ୟାସନାଲ ଷ୍ଟୁଡେଣ୍ଟସ୍ ୟୁନିଅନ୍…
