Odia News Portal
Browsing Tag

dengu

ବାହାଘର ବେଳେ ବାଇଗଣ ରୁଆ, ୫୦ ଟିଫା ମେସିନି କିଣିବାକୁ ପାଗ ଭିଡିଲା ବିଏମ୍‍ସି

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ (ବିଏମ୍‍ସି)ର ଏବେ ବାହାଘର ବେଳେ ବାଇଗଣ ରୋଇବା ଭଳି ଅବସ୍ଥା । ସମଗ୍ର ରାଜଧାନୀକୁ ଡେଙ୍ଗୁ କବଳିତ କଲାପରେ ଏବେ ବିଏମ୍‍ସି ଧୂଆଁ ଛାଡୁଥିବା ଟିଫା ମେସିନ କିଣିବାକୁ ପାଗ ଭିଡିଛି । ସହର ପାଇଁ ୫୦ଟି ଟିଫା ମେସିନ କିଣିବାପାଇଁ ପ୍ରକ୍ରିୟା ଆରମ୍ଭ…

ରାଜ୍ୟରେ ବଢ଼ୁଛି ଡେଙ୍ଗୁ ସଂକ୍ରମଣ

ଭୁବନେଶ୍ୱର: କରୋନା ଭୟ କମିନଥିବା ବେଳେ ହୁ ହୁ ହୋଇ ମାଡୁଛି ଡେଙ୍ଗୁ । ରାଜ୍ୟରେ ବଢିବଢି ଚାଲିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ରାଜଧାନୀରେ ବସ୍ତି ଅଞ୍ଚଳ ଅପେକ୍ଷା ଜନଗହଳି ଅଞ୍ଚଳରୁ ଅଧିକ ଡେଙ୍ଗୁ ବାହାରୁଛି। ବର୍ତ୍ତମାନ ରାଜ୍ୟରେ ୬୧୪ ଡେଙ୍ଗୁ ରୋଗୀ ଥିବା ବେଳେ ବିଏମସି ଅଞ୍ଚଳରୁ…

ରାଜଧାନୀରେ ସଫେଇ ସଂସ୍ଥା ଓ ୱାର୍ଡ ଅଫିସରଙ୍କ କାର୍ଯ୍ୟକୁ ନେଇ ପ୍ରଶ୍ନ

ଭୁବନେଶ୍ୱର : ରାଜଧାନୀରେ ଏବେ ଡେଙ୍ଗୁ ମାତିଛି । ପ୍ରତିଦିନ ମଶା କାମୁଡାରେ ଘାଇଲା ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢୁଥିବାବେଳେ ଲୋକେ ବିଏମ୍‍ସି ଉପରେ ରକ୍ତଚାଉଳ ଚୋବାଉଛନ୍ତି । ତେବେ ଏଭଳି ସ୍ଥିତିରେ ସହରର ବହୁ ଅଞ୍ଚଳରେ ସଫେଇ ଦାୟିତ୍ୱ ନେଇଥିବା ଘରୋଇ ସଂସ୍ଥା ଓ ପ୍ରତି ୱାର୍ଡରେ ନିଯୁକ୍ତ…

ଭୁବନେଶ୍ୱରରେ ୬ ଡେଙ୍ଗୁ ରୋଗୀ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ୬ ଜଣ ଡେଙ୍ଗ ରୋଗୀ ଚିହ୍ନଟ ହୋଇଛନ୍ତି । ତେବେ ରାଜ୍ୟର ଅନ୍ୟ କେଉଁଠି ଚିହ୍ନଟ ହୋଇନଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ତେବେ କରୋନାର କାୟା କମି ନଥିବା ବେଳେ ଡେଙ୍ଗୁ ରୋଗୀ ଚିହ୍ନଟ ହେବା ପରେ ରାଜଧାନୀ ବାସୀଙ୍କ ଚିନ୍ତା ବଢ଼ିଯାଇଛି । ତେବେ…